Browsing Tag

chandikhol news

ରଥିଆରେ ସିରିଜ୍‌ ଦୁର୍ଘଟଣା

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଟ୍ରଲର ପଛ ପଟୁ ପିଟିଲା ଏକ ଆଇଚର ଗାଡି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି
Read More...

ବସ୍ ସହିତ ହାଇୱା ଧକ୍କା, ୨ ଗୁରୁତର ୫ ଆହତ

ଚଣ୍ଡିଖୋଲ : ବସ୍ ସହ ଧକ୍କା ହେଲା ହାଇୱା । ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ବ୍ଲକ୍ ଚୁଡାଖିଆ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଟକରୁ କଲିକତା ଅଭିମୁଖେ ଏକ ଘରେଇ ବସ୍ ଯାଉଥିବା ବେଳେ ଚଣ୍ଡିଖୋଲରୁ କୁଆଖିଆ ଆଡ଼କୁ ଯାଉଥିବା ଏକ ହାଇୱା
Read More...

ଦେଶୀ ମଦ ଜବତ, ୩ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳ ବ୍ଲକ ଜେନାପୁର ଥାନା ଅଞ୍ଚଳରୁ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ବେଳେ ଏନେଇ ଖବର ପାଇବା ପରେ ଯାଜପୁର ଅବକାରୀ ବିଭାଗ ଓ ଜେନାପୁର ପୋଲିସ ପକ୍ଷରୁ ଚଢାଉ କରି ୮୦୦ ଲିଟର ମଦ ଜବତ କରାଯିବା ସହିତ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ଵ ଦେଶୀ ମଦ ପୋଚ ନଷ୍ଟ
Read More...

ବିଳମ୍ଵିତ ରାତିରେ ଦୋକାନ ଉପରକୁ ବୋମାମାଡ଼ ଅଭିଯୋଗ : ଦୋକାନୀ ଆହତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବୈରୀ ଥାନା ଅଧିନ ଚମ୍ପାପୁରଠାରେ ଶନିବାର ବିଳମ୍ଵିତ ରାତିରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ବୋମାମାଡ଼
Read More...

ଅଜଣା ଗାଡି ଧକ୍କାରେ ମହିଳା ମୃତ

ଚଣ୍ଡିଖୋଲ : ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ଵର ଜାତୀୟ ରାଜପଥର ଚାରିନଙ୍ଗଳ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ରାସ୍ତା ପାରି ହେଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି ।
Read More...

ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ,
Read More...

ସର୍ପାଘାତରେ ଯୁବକ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଏହି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ମାନସ ବୋଲି ଜଣାପଡିଛି । ସୂଚନା ଅନୁସାରେ ମାନସ ଶନିବାର ସକାଳ ୭ଟା ସମୟରେ ବିଲକୁ ଘାସ କାଟିବାକୁ
Read More...

ପୋଖରୀରେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ : ପୋଖରୀରେ ବୁଡିଯାଇ ନାବାଳିକା ମୃତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆରୁହା ଗ୍ରାମର ସୁଦାମ ସେଠିଙ୍କ ଝିଅ ସାଙ୍ଗମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଉଥିଲେ । ଗାଧୋଉଥିବା ସମୟରେ ଗୋଡ
Read More...

ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ

ଚଣ୍ଡିଖୋଲ : ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ । ଯାଜପୁର ଜିଲ୍ଲା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ
Read More...

ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ବନ୍ଦାଳ ଗ୍ରାମର ବିଜୟ କୁମାର ମହାନ୍ତି ସାଇକେଲ୍ ଯୋଗେ
Read More...