Browsing Tag

chandahandi news

ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧୀନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡଙ୍କ ଘର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ନେଇଯାଇଛନ୍ତି । ଏନେଇ ଚନ୍ଦାହାଣ୍ଡି ଥାନାରେ ଡମୁ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଫୁଣ୍ଡେଲପଡା
Read More...

ଜୁଆ ଆଡ୍ଡାରେ ଚଢାଉ : ଜୁଆଡ଼ି ଗିରଫ, ନଗଦ ୧୫ ହଜାର ଟଙ୍କା ଜବତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଲସାପଡା ଶିବ ମନ୍ଦିର ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ଚନ୍ଦାହାଣ୍ଡି ପୁଲିସ ଚଢ଼ାଉ କରିଥିଲା । ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏସ୍‌ ଆଇ ଶିବ ପ୍ରସାଦ ମହାନ୍ତି ଟିମ୍‌ ନେଇ ସେଠାରେ ଚଢ଼ାଉ କରିଥିଲେ ।
Read More...

ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର : ଡ୍ରାଇଭର୍ ମୃତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମର ଭଣ୍ଡାରନଦୀ ନିର୍ମାଣଧିନ ପୋଲ ଉପରେ ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗାଡିରୁ ଡେଇଁ ପଡିବାରୁ ଅଳ୍ପକେ
Read More...

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ଚନ୍ଦାହାଣ୍ଡି : ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ନବରଙ୍ଗପୁ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ସେମଲାଗୁଡା ଗ୍ରାମର ୨୨ ବର୍ଷୀୟ ପ୍ରଦୀପ ଜଗତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର
Read More...

ବାଲ୍ୟବିବାହ ରୋକିଲା ପ୍ରଶାସନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମ ପଞ୍ଚାୟତ କନ୍ଦିଓଡା ଗ୍ରାମରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବୁଧବାର ସକାଳେ ଏହି ଗ୍ରାମରେ ବାଲ୍ୟବିବାହ ଚାଲିଥିବା ନେଇ ପ୍ରଶାସନ ନିକଟରେ ଖବର
Read More...

ପାଚିକା ସଂଘ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି : କୋନ୍ଧିଓଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଚିକା ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାରୁ ଜଗବନ୍ଧୁ ବେମାଲ, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟ ଗୌଡ଼, ଟଙ୍କଧର ବାବୁ, ଡୋମେ ମାଝି, ଇନ୍ଧିରା ନାୟକ, ଗଜେନ୍ଦ୍ର ଗୌଡ଼ ସେସମଲ
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଚନ୍ଦାହାଣ୍ଡି ବିଜେପି ପ୍ରତିନିଧି ଦଳ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏକ ବିଜେପି ପ୍ରତିନିଧି ଦଳ ନବରଙ୍ଗପୁର ଠାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଭେଟିଥିଲେ । ଚନ୍ଦାହାଣ୍ଡି ଅଂଚଳରେ ପ୍ରବାହିତ ତେଳ ନଦୀରେ ବୃହତ ଜଳ ସେଚନ ପ୍ରକଳ୍ପ ନିର୍ମାଣ,
Read More...

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ନୂତନ ପେନସନ୍‌ ଭୁକ୍ତ ଶିକ୍ଷକ ସଂଘର ସଭାପତି ବିଶ୍ୱରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱଭଧାନରେ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପଠାରେ ଅବସର ଗ୍ରହଣ କରିଥିବା ସଂଘର ଶିକ୍ଷକ ଧନୁର୍ଦ୍ଦର ନାୟକଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ
Read More...

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ବ୍ଲକ ମହକୁମାସ୍ଥିତ ସରକାରୀ ନୂତନ ପାନାବେଡା ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : କାରଣ ଅସ୍ପଷ୍ଟ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫଟକି ଗ୍ରାମର ମଙ୍ଗେ ମାଝିଙ୍କ ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି । ଏ ନେଇ ଚନ୍ଦାହାଣ୍ଡି ଥାନାରେ ମହିଳାଙ୍କ ସ୍ୱାମୀ ରାମ ସିଂ ମାଝି ଏତଲା ଦେଇଛନ୍ତି । ଫଟକି ଗ୍ରାମର ମଙ୍ଗେ ମାଝି ସୋମବାର ପରିବାର ଲୋକଙ୍କ ସହ ଖାଇ ପିଇ ଶୋଇ
Read More...