ପ୍ରାକୃତିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ପ୍ରାକୃତିକ ଚିକିତ୍ସା ଉପରେ ଏକ ସଚେତନତା ଶିବିର ଗତ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ଓନ୍ ହିଲିଙ୍ଗର ପ୍ରତିଷ୍ଠାତା ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବନ ଶୈଳୀର!-->…
Read More...
Read More...