Browsing Tag

bramhapur news

ଏସ.ଏଚ.ଜି. ମହିଳା ଗ୍ରୁପଙ୍କୁ ମାଛଚାଷ କରି ସ୍ୱାବଲମ୍ବୀ କରାଇବାରେ ଆଇ.ଆର.ଇ.ଏଲ୍. ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଅଧିନରେ ଅଧିକୃତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ସୌଜନ୍ୟରେ ଗାଆଁ ପୋଖରୀରେ ମାଛଚାଷ କରିବା ନିମନ୍ତେ ଏସ.ଏଚ.ଜି ମହିଳା ଗ୍ରୁପକୁ ପ୍ରୋତ୍ସାହନ ଯୋଗାଇ ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ
Read More...

ସଂଗୀତଗୁରୁ ନାରାୟଣ ନାହାକଙ୍କ ଧର୍ମପତ୍ନୀଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଅବସରରେ ଭଜନ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ବାସିନ୍ଦା ତଥା ଗଞ୍ଜାମର ଅନ୍ୟତମ ସଂଗୀତ ଗୁରୁ ନାରାୟଣ ନାହାକଙ୍କ ଧର୍ମପତ୍ନୀ ସ୍ୱର୍ଗତ ନମିତା ନାହାକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଲକ୍ଷ୍ମୀପୁର ଗ୍ରାମରେ
Read More...

କେରାଣ୍ଡିତୋଳା ନାରାୟଣପୁର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ.ପୁର) କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କେରାଣ୍ଡିତୋଳା ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମଙ୍କ
Read More...

ଗୋପବନ୍ଧୁଙ୍କ ଜୀବନୀ ସାହିତ୍ୟରେ ଜୀବନ ଚକ୍ର’ ମାନ ଉଲ୍ଲେଖନୀୟ ଅଟେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ସାହିତ୍ୟରେ ଜୀବନ ଚକ୍ର’ ମାନ ଉଲ୍ଲେଖନୀୟ ଅଟେ । ଏଥିରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣୀତ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି । ଛତ୍ରପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନ ସାମାଜ
Read More...

ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନର ୧୦ମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ (ଓଡ଼ିଶା)ର ୧୦ମ ବାର୍ଷିକ ଉତ୍ସବ ରମ୍ଭା ସ୍ଥିତ ମିଞ୍ଚିନିପାଟଣା କଲ୍ୟାଣ ମଣ୍ଡପ ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବେଦମନ୍ତ୍ର, ଗୁରୁ ବନ୍ଦନା
Read More...

ବ୍ରହ୍ମପୁରରେ ବିଶ୍ୱ ଆଶାବାଡ଼ି ଦିବସ ପାଳିତ

ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ବଦଳାଇପାରିବେ : ଡ଼. ପ୍ରସାଦ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆମ୍ବପୁଆସ୍ଥିତ ସିଟି କଲେଜ ପରିସରସ୍ଥ ସୋସାଇଟି ଫର୍‌ ଦି ଡିଜେବଲ, ଆଶ୍ରା କ୍ଲବ, ଭିତ୍ତମର ମିଳିତ ଉଦ୍ୟମରେ ବିଶ୍ୱ ଆଶାବାଡ଼ି ଦିବସ ପାଳିତ ହୋଇଯାଇଛି । ସୋସାଇଟି ଫର୍‌ ଦି ଡିଜେବଲର
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପୋଲିଓ ବୁଥ୍‌ର ଶୁଭାରମ୍ଭ କଲେ ଛତ୍ରପୁର ବିଡିଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥଙ୍କ ତତ୍ତ୍ୱାବଧାନରେ ଭବ୍ୟ ରୂପରେ ପୋଲିଓ ବୁଥ୍‌ର ଶୁଭାରମ୍ଭ ହୋଇଯାଇଛି । ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ୍ ସାହୁ ଏବଂ ଡ଼ା. ସ୍ଵାଧୀନ
Read More...

ଛତ୍ରପୁର ଲୋୱେର ବସଷ୍ଟାଣ୍ଡରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୱେର ବସଷ୍ଟାଣ୍ଡ ସ୍ଥିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ରବିବାର ମଧ୍ୟାହ୍ନରେ ପରିସମାପ୍ତି ଘଟିଛି । ଗତ ୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ଆସିଥିବା ଧନାଧାତ୍ରୀ ମା' ଗଜଲକ୍ଷ୍ମୀଙ୍କ ପାର୍ବଣ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ମାସିକ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ
Read More...

ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ : ସେବା ନିବୃତ୍ତ ବିକାଶ ମଞ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସମ୍ବର୍ଦ୍ଧିତ କରିଛନ୍ତି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ସମାଜରେ ବରିଷ୍ଠମାନଙ୍କର ସମାଜ
Read More...