ଟାଙ୍ଗଣାପଲ୍ଲୀ ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବଣଭୋଜି ଓ ନୂତନ କର୍ମକର୍ତ୍ତା ଚୟନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ବିକାଶ ମଞ୍ଚର ବାର୍ଷିକ ବଣଭୋଜି କାର୍ଯ୍ୟକ୍ରମ ସିଂହାସନୀ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ!-->…
Read More...
Read More...