Browsing Tag

bramhapur news

ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରୁ ସଚେତନତା ସମ୍ପର୍କିତ ଏକ ଶୋଭାଯାତ୍ରା
Read More...

୧୦୦ କିଲୋ ଗଞ୍ଜେଇ ଜବତ : ୪ ଗିରଫ

ବ୍ରହ୍ମପୁର, (କେପିଏନ୍‌ଏ୍‌) : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ଗାଡିରୁ ୧୦୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେମାନେ ହେଲେ ଦାଶରଥୀ ଗୋମାଙ୍ଗା(୪୨), ଇରୋଶ ଶବତ(୨୨), ଜୟଦେବ ଜାନି(୨୧) ଓ ସାମୁଏଲ୍‌
Read More...

ଉଚ୍ଚତର ଗବେଷଣା ମାଧ୍ୟମରେ କୃଷ୍ଣଚନ୍ଦ୍ରଙ୍କ କାବ୍ୟକୃତିର ମୂଲ୍ୟାୟନ କରାଯିବ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ପ୍ରଣମ୍ୟ ପୁରୁଷ । ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ସେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନାରେ ପ୍ରବୃତ୍ତ ରହି ଆସିଛନ୍ତି । ସହସ୍ରାଧିକ କବିତା ସୃଷ୍ଟି କରି ଓଡ଼ିଆ
Read More...

୭ଟି ଆର୍ମି ପବ୍ଲିକ୍ ସ୍କୁଲସ୍ତରୀୟ ଟପ୍ପର ହେଲେ ରଜତ କୁମାର ପାଢ଼ୀ

• ଗୋଳାବନ୍ଧ ଆର୍ମି ସେନାମୁଖ୍ୟଙ୍କ ଦ୍ଵାରା ସମ୍ମାନିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ଗୌରବ ଓ ସୁନାମ ଆଣିଛନ୍ତି, ଜଣେ ଆର୍ମି ଛାତ୍ର । ଗୋପାଳପୁର ବେଳାଭୂମିଠାରେ ଅବସ୍ଥିତ ଗୋଳାବନ୍ଧ ମିଲିଟାରୀଷ୍ଟେସନ ଆର୍ମି ପବ୍ଲିକ୍ ସ୍କୁଲରେ ଅଧ୍ୟୟନରତ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପରିମଳ ଓ ବର୍ଜ୍ୟବସ୍ତୁ ସମ୍ୱନ୍ଧୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ
Read More...

ଛତ୍ରପୁର ଅଞ୍ଚଳରେ ଗଢ଼ି ଉଠିଥିବା ଶିଳ୍ପାୟନ ଗୁଡିକରୁ ଭୟାବହ ବିସ୍ପୋରକ ଗ୍ୟାସ ନିର୍ଗତ ହେଉଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ୨୦ ଖଣ୍ଡ ଗ୍ରାମବାସୀ ଯଥା କାଳୀପଲ୍ଲୀ, ଲକ୍ଷ୍ମୀପୁର, ବଡ଼ପୁଟି, ରାମେୟାପଲ୍ଲୀ, ଆଗ୍ରାହାରମ, ପାଇକପଡା, ଉପୁଲାପୁଟି, ହରିପୁର, ଆର୍ଯ୍ୟପଲ୍ଲୀ- କତୁରୀ, ଚମାଖଣ୍ଡି, ଆଲିପୁର, ନାରାୟଣପୁର, ମନସୁରକୋଟା, ଆଇଆରଇ ପ୍ଲାଣ୍ଟ ଅଞ୍ଚଳର
Read More...

୨୮ରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୫ତମ ସ୍ୱନକ୍ଷତ୍ର ଦିବସ ପାଳନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପବିତ୍ର ଦୀପାବଳୀ ଅବସରରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଏକ ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶାର ସ୍ୱନାମଧନ୍ୟ
Read More...

୪୦ କେଜି ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଦେଇ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଗଜପତି ଓ କନ୍ଧମାଳରୁ ବେଆଇନ ଭାବେ ଏହି ଗଞ୍ଜେଇ ଚୋରା ଚାଲାଣ ହୋଇଥାଏ । ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ
Read More...

ଛତ୍ରପୁର ନୀଳକଣ୍ଠ କଲେଜରେ ଟିବି ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍‌ ଆନୁକୁଲ୍ୟରେ ଶନିବାର ଟିବି ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶଙ୍କ
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

• ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ଠାରୁ ମଙ୍ଗଳବାର ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭବନା ରହିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ
Read More...