Browsing Tag

bramhapur news

ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା ଦେଲେ ବିଧାୟକ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର କଲ୍ୟାଣମଣ୍ଡପ ଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ରବିବାର ଦିନ ସକାଳେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉପସ୍ଥିତ…
Read More...

ଭଞ୍ଜନଗର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଉତ୍ୟକ୍ତ ଜନତାଙ୍କ ରାସ୍ତାବରୋଧ ସହ ବିକ୍ଷୋଭ ପ୍ରଦର୍ଶନ ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଭଞ୍ଜନଗର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଶନିବାର ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି । ଜେଲ୍‌ରେ ପୋଲିସ ତାଙ୍କୁ ମାଡ଼ ମାରି ମାରିଦେଇଛନ୍ତି, ବୋଲି ପରିବାର ଲୋକେ ଅଭିଯୋଗ…
Read More...

ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ କଳା ବ୍ୟାଚ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମୀଣ କୃଷି କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ସର୍ବୋପରି ସେମାନେ ଶୃଙ୍ଖଳିତ ଭାବେ ସରକାରୀ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଚଳାଇ ଆସିଛନ୍ତି । ପୂର୍ବ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ଆଲୋଚନାଚକ୍ର “ସମାଜକୁ ବିଜ୍ଞାନର ଉପହାର”

• ମନରେ ଦୃଢ଼ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ, କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ “ସମାଜକୁ ବିଜ୍ଞାନର ଉପହାର” ଶୁକ୍ରବାର ଦିବା…
Read More...

ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି

ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…
Read More...

ଛତ୍ରପୁର ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ଉଦ୍‌ଘାଟିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ସହରାଞ୍ଚଳ ୧୧ ନମ୍ବର ୱାର୍ଡ଼ର ପୁରୁଣା ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. ଉପାଧ୍ୟକ୍ଷ ଜି.ପାପା ରାଓଙ୍କ କରକମଳରେ ଏହା ଉଦ୍‌ଘାଟିତ…
Read More...

ଗଞ୍ଜାମ ଜିଲ୍ଲା ସଂସ୍କୃତିକ ସଂଘ ଉପସଭାପତିମାନଙ୍କ ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ କଳାକାର ସଂସ୍କୃତିକ ସଂଘର ଉପସଭାପତିମାନଙ୍କର ଏକ ବୈଠକ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ…
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ

• ବସଷ୍ଟାଣ୍ଡ, ଚିକିତ୍ସାଳୟ, ବିଦ୍ୟାଳୟ ଇତ୍ୟାଦିକୁ ଆବଶ୍ୟକ ହେଉଥିବା ଜମି ଯଥାଶୀଘ୍ର ହସ୍ତାନ୍ତରିତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ତହସିଲଦାରମାନଙ୍କୁ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକ…
Read More...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ ଗୃହରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୋଇ ଆସୁଥିବା ଏହି ଦିବସ ପରିପ୍ରେକ୍ଷୀରେ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।…
Read More...

ମୋ ଘର ଯୋଜନା ନିମନ୍ତେ ଋଣ ପ୍ରଦାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋ ଘର ଯୋଜନାରେ ଋଣ ପ୍ରଦାନ । ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ…
Read More...