Browsing Tag

bramhapur news

ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ହୋଇଥିବା ଜିଲ୍ଲା ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ପରିବାର ଅଭିଯୋଗ କରିଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ…
Read More...

ଗଞ୍ଜାମ ଜିଲ୍ଲାରେ ହଟୁନି ସାମାଜିକ ବାସନ୍ଦ ଭଳି ପ୍ରଥା

ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନରେ ଅଦ୍ଭାବ ପରିଲିଖିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ଼ିଜିଟାଲ ଯୁଗରେ ମଧ୍ୟ ପ୍ରଚଳିତ ଅଛି ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ଯାହା ସ୍ୱାଭାବିକ ଭାବେ ଚାଲିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ…
Read More...

ବ୍ରହ୍ମାକୁମାରୀ ସଂସ୍ଥାନର ସପ୍ତାହ ବ୍ୟାପୀ ରକ୍ଷାବନ୍ଧନ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ପବିତ୍ର ରକ୍ଷାବନ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି…
Read More...

ଭି.କେ. ପାଣ୍ଡିୟାନଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୫ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଆଗମନ ହୋଇଥିବା ବେଳେ ସଭାମଞ୍ଚ ଚତୁଃ-ପାର୍ଶ୍ଵରେ ଶ୍ରୀମାନ ଘେରି ବୁଲି ଲୋକଙ୍କ ସହ କର ମର୍ଦ୍ଧନ କରିଥିଲେ ।…
Read More...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୬୨ତମ ଜୟନ୍ତୀ ପାଳିତ

ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେର ଚିର ସ୍ମରଣୀୟ ହୋଇ ରହିବେ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତ୍ୟିକ, କବିଙ୍କ ଲେଖନୀ ଚାଳନା ଯୋଗୁଁ…
Read More...

ବର୍ଣ୍ଣାଢ଼୍ୟ ସମାରୋହରେ ଛତ୍ରପୁରରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥିତ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ୬୮ତମ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା…
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନର ବିହିତ ପଦକ୍ଷେପ ଯୋଗୁଁ ବାସନ୍ଦ ମୁକ୍ତ ହେଲେ ପରିବାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ସ୍ୱାଭାବିକ ଭାବେ ଚାଲିଛି । ଯେଉଁ ବିଷୟରେ ବ୍ୟକ୍ତି ଓ ପରିବାରକୁ ନେଇ ଆସିଥିବା ସମସ୍ୟା ପ୍ରଶାସନର ଦ୍ୱାରସ୍ଥ ହେଲେ କିମ୍ବା ଲୋକ-ଲୋଚନକୁ ଆସିଲେ ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ…
Read More...

ଛତ୍ରପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନରେ ରକ୍ଷାବନ୍ଧନ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ରକ୍ଷାବନ୍ଧନ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରକ୍ଷାବନ୍ଧନର ମହତ୍ତ୍ୱପୂର୍ଣ୍ଣ…
Read More...

ପ୍ରାଣୀ ଚିକିତ୍ସାଳୟ ପରିଦର୍ଶନରେ ଛତ୍ରପୁର ୟୁରୋକିଡ୍ସ ସ୍କୁଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସବିଶେଷ ଜ୍ଞାନ ଆହରଣ କରିବା ନିମିତ୍ତ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ନେଇ ପିଲାମାନଙ୍କୁ ବୌଦ୍ଧିକ ଶିକ୍ଷା ପ୍ରଦାନ କରାଇବା ଅନ୍ୟ ଏକ ପନ୍ଥା ଭାବେ ବାଛି ନେଇଛି ଛତ୍ରପୁରର ଅଗ୍ରଣୀ ୟୁରୋ-ସ୍କୁଲ…
Read More...

ଛତ୍ରପୁର ବ୍ଲକ୍ କାଳୀପଲ୍ଲୀ ସ୍କୁଲରେ ଡେଙ୍ଗୁରୋଗର ପ୍ରାଦୁର୍ଭାବ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର କାଳୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ଡେଙ୍ଗୁ ରୋଗର ସେଚେତନ କାର୍ଯ୍ୟକ୍ରମ । ବର୍ତ୍ତମାନ ଡେଙ୍ଗୁରୋଗ ଯେଉଁ ଭଳି ଭାବରେ ବ୍ୟାପକ ଭାବେ ବ୍ୟାପି ଚାଲିଛି ସେହି ଭୟାଭୟ…
Read More...