ଛତ୍ରପୁର ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ କୁନିରାଇଜ କାର୍ଯ୍ୟକ୍ରମ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ଏକ ନିଆରା ଶିଶୁସଂସାର କାର୍ଯ୍ୟକ୍ରମ କୁନିରାଇଜ ସୋମବାର ଆୟୋଜିତ ହୋଇଥିଲା । ଶିଶୁମାନଙ୍କ ମନରେ ଉତ୍ସାହ!-->…
Read More...
Read More...