Browsing Tag

bramhapur news

ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀଙ୍କୁ ଧରପଗଡ଼ ଉଦ୍ୟମ

୭ ଜଣ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ବେଳେ ୪ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତିଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଦୃଢ଼ ପଦକ୍ଷେପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ବଡ଼ବଡ଼ ଅପରାଧରେ ଜଡ଼ିତ ଘଟଣାରେ ମୋଟ୍ ୬ଟି ପୃଥକ୍‌
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳର ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଗତ ୨୫ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟିତ
Read More...

ଗଞ୍ଜାମ ଜିଲ୍ଲାରେ ୟୁନାଇଟେଡ଼ ନେସନ୍ସ ସୌଜନ୍ୟରେ ସୋଲାର ପାଇଲଟ ପ୍ରକଳ୍ପ ଉଦ୍‌ଘାଟିତ

ସୋଲାର ପାଇଲଟ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାରେ କୃଷିଭିତ୍ତିକ କାର୍ଯ୍ୟରେ କ୍ଲିନ୍-ଏନାର୍ଜି ଭାବେ ଉପଯୋଗି ହେବ : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁରେ ସୌରଚାଳିତ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି
Read More...

ପରିବେଶ ମଞ୍ଜୁରୀ ଅବଧି ସରିଯାଇଥିବା ସତ୍ତ୍ୱେ ଆଇଆରଇଏଲ୍ କମ୍ପାନୀର ବେଆଇନ ଖଣିଜ ସମ୍ପଦ ଉତ୍ତୋଳନକୁ ଦୃଢ଼ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) କମ୍ପାନୀର ପରିବେଶ ମଞ୍ଜୁରୀ ନ ଥାଇ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିବା ଏକ ଅସାମ୍ବିଧାନିକ ପ୍ରଥା ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି
Read More...

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ହାଇସ୍କୁଲଠାରେ ୫ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସାମାରୋହର ସଭାମଞ୍ଚରେ ମନ୍ତ୍ରୀ ଉଷା ଦେବୀ,
Read More...

ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ୍‌ ରାକେଟ ସକ୍ରିୟ : ମାଷ୍ଟର ମାଇଣ୍ଡ ଗିରଫ୍‌

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବଲାଙ୍ଗିରରେ ଜାଲ ସାର୍ଟିଫିକେଟ୍‌ କାରବାର ସାମ୍ନାକୁ ଆସିବା ପରେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଥିବା ବେଳେ ଏବେ ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ ରାକେଟ୍‌ ସକ୍ରିୟ ଥିବା ଜଣାପଡିଛି । ଜାଲ୍‌ ସାର୍ଟିଫିକେଟ୍‌ର ଚେର ଗଞ୍ଜାମ ଜିଲ୍ଲାରୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଗୀତିକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ ହୋଇପାରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ - ୨୦୨୩
Read More...

ଆଧୁନିକ ଓଡ଼ିଆ କାବ୍ୟଧାରାର ଉଦୟ ରବି କବିସୂର୍ଯ୍ୟ ବଳଦେବ ରଥ : କବି କୃଷ୍ଣଚନ୍ଦ୍ର ତ୍ରିପାଠୀ

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବିସୂର୍ଯ୍ୟ ବଳଦେବ ରଥଙ୍କ ୧୭୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ବ୍ରହ୍ମପୁର, (କେପିଏନ୍‌ଏସ୍‌) : କବିସୂର୍ଯ୍ୟ ବଳଦେବ ରଥ ଆଧୁନିକ ଓଡ଼ିଆ କାବ୍ୟଧାରାର ଉଦୟ ରବି ବୋଲି ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।
Read More...

କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ପାରମ୍ପରିକ ଅଖିମୁଠି ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଏହି କୃଷିଭିତ୍ତିକ ପରମ୍ପରା ଛତ୍ରପୁର ବ୍ଲକ୍ ଚମାଖଣ୍ଡି ନିକଟସ୍ଥ ବି.ତୋଟାପଲ୍ଲୀ ଗ୍ରାମରେ ଜିଲ୍ଲା କୃଷି ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି
Read More...

ଟାଙ୍ଗଣାପଲ୍ଲୀ ହାଇସ୍କୁଲର ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ ଆୟୋଜନ କରିବା ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ଉଚ୍ଚ
Read More...