Browsing Tag

bramhapur news

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶୀତଳ ଷଷ୍ଠୀ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବହୁ ପୁରାତନ ପ୍ରତିଷ୍ଠିତ ରିକାପଲ୍ଲୀର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦମ୍ପତ୍ତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦେବ ଦମ୍ପତ୍ତି ଶିବ ଓ
Read More...

କରାତଳି ଗ୍ରାମରେ ଦେବ ଦମ୍ପତ୍ତି ଶିବ ବିବାହ ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କରାତଳି ଗ୍ରାମରେ ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଅବସରରେ କରାତଳି ଗ୍ରାମର ଲୋକନାଥ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯାଇଛି । ଠାକୁରଙ୍କୁ ଗ୍ରାମବାସୀ ମିଳିତରେ ଗ୍ନଗର ପରିକ୍ରମଣ କରାଯାଇଛି । ଗ୍ରାମର
Read More...

ଛତ୍ରପୁରର ମା’ ବ୍ୟାଘ୍ର ଦେବୀଙ୍କ ଯାତ୍ରା ବୁଧବାର ପାହାନ୍ତିରେ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ପାଳିତ ହୋଇଆସିଥିବା ମା' କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ରାତ୍ରୀ ବୁଧବାର ପାହାନ୍ତିରେ ଉଦ୍‌ଯାପିତ ହେଇଯାଇଛି । ଗତ ୩
Read More...

ରାମାୟଣାମ୍ମାଙ୍କ ଯାତ୍ରା କମିଟି ପକ୍ଷରୁ ମା’ ବ୍ୟାଘ୍ର ଦେବୀଙ୍କୁ ଆସିଲା ଭେଟି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ବର୍ଣ୍ଣାଢ଼୍ୟ ଉତ୍ସବ ମୁଖର ମା'କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରୀରେ ଉଦଯାପିତ ହେବାକୁ ଯାଉଛି । ଗତ ୩ ତାରିଖରେ ଆରମ୍ଭ
Read More...

କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରାର ଅଷ୍ଟମ ସନ୍ଧ୍ୟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ଅନୁଷ୍ଠିତ ହେଉଥିବା ମା' କୁଲାଡ଼-ବ୍ୟାଘ୍ରଦେବୀଙ୍କ ଯାତ୍ରା ଗତ ୩ ତାରିଖରେ ଆରମ୍ଭ ହୋଇ ସୋମବାର ଅଷ୍ଟମ ସନ୍ଧ୍ୟାରେ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ମା' ବ୍ୟାଘ୍ରଦେବୀ ଆଡ଼ପ
Read More...

ଛତ୍ରପୁରସ୍ଥ ରାମଚଣ୍ଡୀ ପୀଠରେ ୧୦୮- ସପ୍ତଶତୀ ଚଣ୍ଡୀ ପାରାୟଣ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଜୁଲାଇ ୨୧ତାରିଖ (ରବିବାର) ପବିତ୍ର ବ୍ୟାସ ଗୁରୁ-ପୂର୍ଣ୍ଣମୀ ଅବସରରେ ଛତ୍ରପୁରସ୍ଥ ମା' ରାମଚଣ୍ଡୀଙ୍କ ପୀଠରେ ୧୦୮-ସପ୍ତଶତୀ ଚଣ୍ଡୀ ପାରାୟଣ ଆୟୋଜନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନିମନ୍ତ୍ରିତ ବିଜ୍ଞ ପ୍ରାଜ୍ଞ ବୈଦିକ ବ୍ରାହ୍ମଣ
Read More...

ବିରୁଳିଗଡ଼ର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିରୁଳିଗଡ଼ ରାଜବଂଶର ୨୬ତମ ପୀଢ଼ିର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ଶନିବାର ପ୍ରତ୍ୟୁଷରେ ବିରୁଳିଗଡ଼ ରାଜବାଟିରେ ପରଲୋକ ହୋଇଯାଇଛି । ସେ ଶାରୀରିକ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟ ଜନିତ କାରଣରେ ତାହାଙ୍କ ପରଲୋକ ହୋଇଯାଇଛି ।
Read More...

କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥରେ ପୀଡ଼ିତ ଥିଲେ । ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ
Read More...

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବ୍ୟାପକ ଚୋରା କାରବାର ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦେଶୀମଦ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରୀ କରାଯାଉଥିବା ସାଂଗକୁ ବ୍ୟାପକ ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଏସ୍‌ପି ତଥା ଗଞ୍ଜାମ ଜିଲ୍ଲା
Read More...

ଗୋପାଳପୁରର ଆର୍ମି ଏ. ଡି. କଲେଜରେ ଜୁଲାଇ ୨ରୁ ଆର୍ମିରେ ନିଯୁକ୍ତି ଚୟନ

ନିଯୁକ୍ତିରେ ଲାଞ୍ଚ କିମ୍ବା ଅର୍ଥ କାରବାର ଏକ ଦଣ୍ତନୀୟ ଅପରାଧ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆର୍ମିରେ ନିଯୁକ୍ତି ନିମନ୍ତେ ଚୟନ ପରୀକ୍ଷା ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ
Read More...