ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଥାଏ । ତେବେ ତହିଁଆର ଦିନ ନନ୍ଦଉତ୍ସବ ପାଳିତ!-->…
Read More...
Read More...