ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ସ୍ଥାନୀୟ ଅଧିବାସୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ସମୁଦ୍ରକୂଳିଆ ବସ୍ତି ଆର୍ଯ୍ୟପଲ୍ଲୀ ଅଧିବାସୀଙ୍କର କୌଣସି ଦାବୀ ଅଭିଯୋଗ ଉପରେ ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସମୁଦ୍ର କୂଳିଆ ନୋଳିଆ ସମ୍ପ୍ରଦାୟଙ୍କର ଭିଟାମାଟି ଛଡ଼ାଇ ନେଇ!-->…
Read More...
Read More...