Browsing Tag

bramhapur news

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ଅଭିଯୋଗ

ଏନେଇ ପ୍ରଥମ ବର୍ଷ ଛାତ୍ର ଭୟଭୀତ ଓ ଅଶାନ୍ତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରେଗିଂ ହୋଇଥିବା ନେଇ ଏକ ସୂଚନା ଭାଇରଲ ହୋଇଛି । ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରବାସରେ ୨୦୨୪ ଶିକ୍ଷାବର୍ଷ ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ବେଳେ,
Read More...

ଓଡ଼ିଶାର ଜଣେ ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିର ଅନେକ ଅଭୁଲା ଅତୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତିଗତ ବିଦ୍ଵେଷ ଓ ଶୋଷଣରୁ ଦଳିତମାନଙ୍କ ମୁକ୍ତି ପାଇଁ ଜାତିଭେଦ, ବର୍ଣ୍ଣ ଭେଦ, ଧର୍ମ ଭେଦ ଭଳି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଆସିଥିବା ଓଡ଼ିଶାର ଜଣେ ସଂଗ୍ରାମୀ ପୁରୁଷ, ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଆଜି
Read More...

ଗଞ୍ଜାମ ପୋତ୍ତାଗଡ଼ ପରିସରରେ ସ୍ୱଚ୍ଛତା ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ସ୍ଥଳ ପୋତ୍ତାଗଡ଼ ପରିସରରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଏକ ମେଗା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି । ମହାନ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନ ଦୟାଲ
Read More...

ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମାନସୀ ଦାଶ, ପ୍ରଶାନ୍ତ ନାୟକ, ଗଣେଶ ପଟ୍ଟନାୟକଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଲୋକକଳା, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହିତ ସ୍ୱନାମଧନ୍ୟ କଳାକାରଗଣଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ
Read More...

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ଓ କଟକ କମିଶନରରେଟ୍ ପୋଲିସ ପ୍ରଶାସନ ଅଧିନରେ ଥିବା ଭରତପୁର ଥାନାରେ ଘଟିଥିବା ଅଦ୍ଭାବନୀୟ ଘଟଣାର ତୀବ୍ର ନିନ୍ଦା କରିବା ପୂର୍ବକ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଗଣ ଅତ୍ୟାଚାର ବିରୁଦ୍ଧରେ ଆପ୍ ତରଫରୁ ବ୍ରହ୍ମପୁର
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଓ ସମ୍ବଲପୁରୀ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ତଥା ଡବଲ୍ ଇଞ୍ଜିନ୍ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶମେଳା - ୨୦୨୪ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଗତ ରବିବାର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ହେଉଛି ।
Read More...

ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନଶୁଣାଣୀ ଓ ଲୋକଙ୍କ ଆଶୁ ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ସୋମବାର ଅଭିଯୋଗ ଶୁଣାଣି କରିଛନ୍ତି । ଏହି ମିଳିତ ଅଭିଯୋଗ ଶୁଣାଣିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...

ଆଇ.ଆର୍.ଇ.ଏଲ. (ଇଣ୍ଡିଆ) ଏବଂ ଗୋପାଳପୁର ବନ୍ଦର ପ୍ରତିଷ୍ଠାନରେ ସ୍ଥାୟୀ ନିଯୁକ୍ତି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତ ଏବଂ ଆଖପାଖ ସ୍ଥାନୀୟ ଅଞ୍ଚଳର ଯୁବକ,ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ନେଇ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦତ୍ତ ହୋଇଛି । ସୋମବାର
Read More...

୨୪ ତାରିଖ ମୂଳାଷ୍ଟମୀରୁ ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାର୍ବଣ ୠତୁର ଆଗମନ ହୋଇଛି, ମା' ଉଦ୍ଭା ହେବେ, ଧରା ପୃଷ୍ଠରେ, ପୂଜା ସମ୍ଭାରରେ ସରଗରମ ହେବ, ପ୍ରମୁଖ ଶକ୍ତି ପୀଠ, ଏବଂ ମୃଣ୍ମୟମୂର୍ତ୍ତି ପୂଜା ସ୍ଥଳରେ ଦେବୀ ଦଶଭୂଜା ମା' ଦୁର୍ଗାଙ୍କ ଆବାହନ, ସଂସ୍ଥାପନ, ଷୋଡଶ ଉପଚାରରେ ପୂଜାପାଠ ପ୍ରଚଳିତ ହେବ
Read More...

ଜାତୀୟ ସଂପାନର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ ବୁଦ୍ଧିମତା' ଶୀର୍ଷକ ଉପରେ ଦ୍ଵି-ଦିବସୀୟ ଜାତୀୟ ସଂପାନର
Read More...