Browsing Tag

bramhapur news

ଅଦିନିଆ ବର୍ଷାରେ ଉଜୁଡି ଗଲା ଧାନ ଫସଲ : ମର୍ମାହତ ହୋଇ ଜୀବନ ହାରିଲେ ଭାଗଚାଷୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗାଁର ଜଣେ ଚାଷୀ ପାଇଖାନା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ
Read More...

ନିର୍ବାଚନ ମଣ୍ଡଳୀର ମିଡ଼ିଆବନ୍ଧୁଙ୍କୁ ନେଇ ଖୁସି ମନାଇଲେ ଛତ୍ରପୁର ବିଧାୟକ

ପବିତ୍ର ବଡ଼ଦିନ ପର୍ବରେ ନିଜନିର୍ବାଚନ ମଣ୍ଡଳୀର ମିଡ଼ିଆବନ୍ଧୁ ତଥା ସାମ୍ବାଦିକମାନଙ୍କ ସହ ଖୁସି ମନାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଦ୍ଵିତୀୟ ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି
Read More...

ବହୁବିଧ ଦାବି ନେଇ ଗଞ୍ଜାମ ଜିଲ୍ଲାର ସାମୁହିକ ଲୋକ ସଂସ୍କୃତି କଳାକାରଙ୍କ ବିରାଟ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବ ନିର୍ଦ୍ଧାରୀତ ଦିବସରେ କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ କତିପୟ କଳା ଓ କଳାକାର ହିତୈଷୀ ଦାବି ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ
Read More...

କବିତା ଆସର ମାଧ୍ୟମରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ବ୍ରହ୍ମପୁରଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମହାମାନ୍ୟ ବାଜପେୟୀଙ୍କ ଜୟନ୍ତୀ ସମାରୋହକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବ୍ୟାପୀ 'ସୁଶାସନ ଦିବସ' ରୂପେ ପାଳନ କରାଯାଇଛି । ଅଦ୍ଵିତୀୟ ରାଷ୍ଟ୍ରନାୟକ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶତ
Read More...

ଆଇ.ଆର୍.ଇ.ଏଲ୍. କମ୍ୟୁନିଟ୍ ଖେଳ ପଡ଼ିଆରେ ବଡ଼ଦିନ ପର୍ବ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କର ଏକ ପ୍ରତିଷ୍ଠାନ ଯାହା ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟ୍ ହଲ୍ ନିକଟସ୍ଥ ଖେଳ ପଡ଼ିଆରେ ପବିତ୍ର ବଡ଼ଦିନ ପର୍ବ ପାଳନ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍
Read More...

ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ନିମନ୍ତେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୃଷ୍ଟି ଆକର୍ଷଣ କଲା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ମା' ରାମଚଣ୍ଡୀ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ମନ୍ଦିର ତରଫରୁ ସଂଯୋଜକ କମଲ ପଣ୍ଡାଙ୍କ ନେତୃତ୍ୱରେ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ସହ-ସଂଯୋଜକ ତୁଷାର ଶତପଥୀ ଓ ସୋନାଲି ଶତପଥୀଙ୍କ ମିଳିତ ଭାବେ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ‘ଗଣିତର ଗବେଷଣା ଏବଂ କୁତ୍ରିମ ବୁଦ୍ଧିମତା’ ଶୀର୍ଷକ ଏକ ଆନ୍ତର୍ଜାତୀୟସ୍ତରୀୟ ଦୁଇଦିନିଆ ସମ୍ମିଳନୀ ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଅଗ୍ରଣୀ
Read More...

ରାଜ୍ୟସ୍ତରରେ ଗାଁସାଥୀ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାଁ ସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ରାଜ୍ୟ ଗାଁସାଥୀ (ମେଟ୍‌) ସଂଘ ମିଳିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ଜରିଆରେ ମଙ୍ଗଳବାର ଅପରାହ୍ନରେ ଏକ
Read More...

ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା କୋହଲା ପାଗର ଦାଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ପି.ଆର୍. ମେମ୍ବରମାନେ ମତପ୍ରକାଶ କରିଛନ୍ତି । ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରିବାକୁ ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ
Read More...

ପ୍ରେମ୍‌ ସଭାପତିଙ୍କ ଜୟନ୍ତୀ ସମାବେଶରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

ସମାଜର ଦଳିତ, ପତିତ ଜନତାଙ୍କ ତ୍ରାଣକର୍ତ୍ତା ଡ଼. ଜାକୋବ୍‌ ଥୁଣ୍ଡିଲ ମାଣ୍ଡିଆପଲ୍ଲୀ/ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମର ପ୍ରତିଷ୍ଠାତା ସଭାପତି ଡ଼. ଜାକୋବ୍‌ ଥୁଣ୍ଡିଲ କେବଳ ଜଣେ ସମାଜସେବୀ ନୁହନ୍ତି ବରଂ ସମାଜର ଦଳିତ, ପତିତ ଜନତାଙ୍କ
Read More...