Browsing Tag

bramhagiri news

ମୃତ ବିଦେଶୀ ପକ୍ଷୀ ଜବତ କଲା ବନ ବିଭାଗ

ବ୍ରହ୍ମଗିରି : ଶୀତ ଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀ ଆସି ଚିଲିକାର ଶୋଭାକୁ ବଢାଇବା ସହ ସୌନ୍ଦର୍ଯ୍ୟମୟ କରିଥାନ୍ତି । କିନ୍ତୁ ଏହି ଅତିଥି ବିଦେଶୀ ପକ୍ଷୀଙ୍କ ଜୀବନ ବର୍ତ୍ତମାନ ବିପଦରେ । ଚିଲିକା ସହିତ ଚିଲିକା ସଂଲଗ୍ନ ବିଲ, ଜଳାଶୟରେ ପକ୍ଷୀମାନେ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି ।
Read More...

ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ୧୪ ବିଦେଶାଗତ ମୃତ ପକ୍ଷୀ ଜବତ

ବ୍ରହ୍ମଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଲାଣି । ଚିଲିକା ସହିତ ଚିଲିକା ଉପକୂଳ ବିଲ ଏବଂ ଜଳାଶୟମାନଙ୍କରେ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି । ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖି ପକ୍ଷୀ ଶିକାରୀ ମଧ୍ୟ ସକ୍ରିୟ
Read More...

ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପରଲୋକ, ୮୦ ବର୍ଷ ବୟସରେ ବୁଜିଲେ ଆଖି

ବ୍ରହ୍ମଗିରି : ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ଅଜୟ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ତେବେ ପୂର୍ବତନ ବିଧାୟକଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।
Read More...

୬ କୁଇଣ୍ଟାଲ ଗଂଜେଇ ସହ ବିସ୍ଫୋରକ ଜବତ : ୨ ଗିରଫ

ବ୍ରହ୍ମଗିରି : ଆଜି ପୁରୀ ଏସ୍‌ଟିଏଫ୍‌ ଓ ବ୍ରହ୍ମଗିରି ପୁଲିସ ମିଳତ ଭାବେ ବ୍ରହ୍ମଗିରି କଲେଜରୋଡ଼ର ଏକ ଘର ଉପରେ ଚଢ଼ଉ କରିଛି । ଏହି ଚଢ଼ଉ ସମୟରେ ଏକ ଘର ଭିତରୁ ୬ କୁଇଣ୍ଟାଲ ଗଂଜେଇ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗଂଜେଇ କାରବାର ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି ।
Read More...

୫ କେଜି ଗଞ୍ଜେଇ ଜବତ, ୧ ଗିରଫ

ବ୍ରହ୍ମଗିରି : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ଜଗଦଳ ଅଂଚଳରେ ଚଢ଼ାଉକରି ଧନଞ୍ଜୟ ପଲେଇଙ୍କୁ ଗିରଫ କରି ତାଙ୍କ ଠାରୁ ୫ କିଲୋ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ବସ୍ତାରୁ ଅଧିକ ଧାନ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତର ଟୁବୁକା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ୧୧ କେ.ଭି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ଧାନ କଳେଇ ଗଦାରେ ନିଆଁ ଲାଗି ଯାଇଛି, ଫଳରେ ୫୦ ବସ୍ତାରୁ ଅଧିକ ଧାନ ଜଳିପୋଡ଼ି
Read More...

ସୁନାମୁଖି ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ

ଭିତ୍ତିପ୍ରସ୍ତର ସ୍ଥାପନ କଲେ ସଞ୍ଜୟ ଦାସବର୍ମା ବ୍ରହ୍ମଗିରି : ବ୍ରହ୍ମଗିରି ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଗ୍ରାମରେ ସୁନାମୁଖି ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର
Read More...

ବ୍ରହ୍ମଗିରିରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମଟି ପୁରୀ ଜିଲ୍ଲା ଶିକ୍ଷାଧିକାରୀ, ବ୍ରହ୍ମଗିରି ମଣ୍ଡଳ
Read More...

ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଘଟକୂଦି ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ପଞ୍ଚାୟତ ଭବନ ଓ କଲ୍ୟାଣ ମଣ୍ଡପ, ଘଟକୂଦି ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରତ୍ନଚିରା ଡାହାଣ
Read More...

ସ୍କୁଟିରେ ପଶିଲା ନାଗସାପ

ବ୍ରହ୍ମଗିରି : ବ୍ରହ୍ମଗିରି ଡେଲାଙ୍ଗ ରାସ୍ତା ଗୋପ ଛକ ଠାରେ ଏକ ସ୍କୁଟିରେ ନାଗ ସାପ ପଶିଯାଇଥିଲା । ସ୍କୁଟିରୁ ସାପଟିକୁ କାଢିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ଫ କର୍ମଚାରୀ ପହଞ୍ଚି ସାପଟିକୁ ସ୍କୁଟି ଭିତରୁ ଉଦ୍ଧାର କରିବା ପାଇଁ ଘଣ୍ଟାଏରୁ ଅଧିକ ସମୟ
Read More...