ବିନିକାରେ କୋଶଳ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମର୍ଥନ
ବିନିକା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ନେଇ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିଆଯାଇଥିବା କୋଶଳାଞ୍ଚଳରେ ମହାବନ୍ଦ ଡାକରାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିପୁଳ ଜନ ସମର୍ଥନ ମିଳିଛି । ଏହି ୧୨ ଘଣ୍ଟିଆ ମହାବନ୍ଦକୁ ସବୁଠି ବିପୁଳ ସମର୍ଥନ ମିଳିଥିବା!-->…
Read More...
Read More...