Browsing Tag

bhubaneswar news

ଭାରତୀୟ ରେଳବାଇ ପାଇଁ 2.93ଲକ୍ଷ କୋଟି ଟଙ୍କାର ରେକର୍ଡ ପୁଞ୍ଜି ବ୍ୟୟବରାଦ

• ଦ୍ରୁତଗାମୀ ସଂଯୋଗୀକରଣ, ମାଲ ପରିବହନ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅଧିକ ଅର୍ଥ ବିନିଯୋଗ ହେବ• ସାରା ଭାରତରେ ସାତୋଟି ନୂତନ ହାଇ-ସ୍ପିଡ୍ କରିଡର ଭାରତର ଶ୍ରେଷ୍ଠ ସହରଗୁଡ଼ିକୁ ଯୋଡ଼ିବ, ଦକ୍ଷିଣ ହାଇ-ସ୍ପିଡ୍ ଡାଇମଣ୍ଡ କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ,
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ବଜେଟ୍ ୨୦୨୬-୨୭ : ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍, ଯାହା ଓଡ଼ିଶାକୁ ବେଶ୍ ଲାଭବାନ କରିବକେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବିବୃତି ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ବଜେଟକୁ ସ୍ୱାଗତ
Read More...

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଆଜି ଉଦଘାଟିତ
Read More...

ଆଉ ନାହାନ୍ତି ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର

ଭୁବନେଶ୍ୱର : ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ
Read More...

ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି

ନେତାଜୀ ହିଁ ସର୍ବପ୍ରଥମେ ଗାନ୍ଧୀଜୀଙ୍କୁ ‘ଜାତିର ଜନକ’ କହିଥିଲେବୀର ସୁରେନ୍ଦ୍ର ସାଏଙ୍କ ଜାତୀ ପ୍ରେମର ପଟାନ୍ତର ନାହିଁ ଭୁବନେଶ୍ୱର : ସୁଭାଷ ଚନ୍ଦ୍ର ବୋଷ ଏମିତିରେ ହିଁ ଜଣେ ପ୍ରଚଣ୍ଡ ମେଧାବୀ, ପରାକ୍ରମୀ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରନାୟକ ଥିଲେ, ତାଙ୍କୁ ମହାନ୍ କହିବାକୁ ହେଲେ
Read More...

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ

ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୁଳପତିଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳରେ ମୁକ୍ତ ଏବଂ
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ପଥ ଉତ୍ସବରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ୧୮ ଜାନୁଆରୀ ୨୦୨୬ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୁଲ୍ୟରେ ଜାଗମରା ଠାରେ ଆୟୋଜିତ ପଥ ଉତ୍ସବରେ ଏକ ଭିନ୍ନ ଧରଣର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଥ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

ମୁଖ୍ୟମନ୍ତ୍ରୀଙ୍କ ସହ ଯୁବ ଚାଷୀ କଲେ ପ୍ରଗତି ପ୍ରବାହର ଉନ୍ମୋଚନଝାରସୁଗୁଡ଼ାର ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି : ମୁଖ୍ୟମନ୍ତ୍ରୀ
Read More...

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡା 2026 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ
Read More...

ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ଡ଼ଃ ସୀତାକାନ୍ତ କରଙ୍କୁ ‘ଜ୍ୟୋତିଷ ବଶିଷ୍ଠ’ ଉପାଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରର ପ୍ରାଚୀନ ଓ ଗଭୀର ପରମ୍ପରାକୁ ନୂତନ ଗବେଷଣାତ୍ମକ ଦୃଷ୍ଟିକୋଣରେ ପ୍ରସ୍ତୁତ କରୁଥିବା ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି ଡ଼ଃ ସୀତାକାନ୍ତ କର । ବୁଦ୍ଧ ବିହାର, ଭୁବନେଶ୍ୱରରେ
Read More...