Browsing Tag

bhubaneswar news

ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୭,୯୧୪ କୋଟି ବ୍ୟୟବରାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର Budget4NewOdisha ରେ ₹୭,୯୧୪ କୋଟି ବ୍ୟୟବରାଦ କରିଛନ୍ତି । ଉନ୍ନତି ଯୋଜନା ପାଇଁ ₹୬୦୦ କୋଟି, ମୁକ୍ତା ଯୋଜନା ପାଇଁ ₹୪୧୪ କୋଟି ସହ ନୂତନ ସହର ବିକାଶ ପାଇଁ ₹୩୦୦ କୋଟି ବ୍ୟବସ୍ଥା ହୋଇଥିବା…
Read More...

ଓଡ଼ିଶା ବଜେଟ୍ ୨୦୨୩-୨୪ରେ କାଳିଆ ଯୋଜନାକୁ ୧୮୭୯ କୋଟି

ଭୁବନେଶ୍ୱର : ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବର୍ଷ ୨୦୨୩-୨୪ର ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତବର୍ଷ ତୁଳନାରେ ୨୦ ପ୍ରତିଶତ…
Read More...

ଆଜିଠୁୁ କାନାରା ବ୍ୟାଙ୍କର ୨ ଦିନିଆ ଋଣମେଳା

ଭୁବନେଶ୍ୱର : କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାରଠାରୁ ଏକ ୨ଦିନିଆ ମେଗା ଋଣମେଳାର ଆୟୋଜନ କରାଯାଉଛି । ଏ ସମ୍ପର୍କରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍‌. ମୀନା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି । କାନାରା ବ୍ୟାଙ୍କର ମୁଖ୍ୟ ହିତାଧିକାରୀ…
Read More...

ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟର ଲୋକାର୍ପଣ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

କିଡ୍‌ନୀ ରୋଗ ପ୍ରତି ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିଡ୍‌ନୀ ରୋଗରୁ ଦୂରେଇ ରହିବା ପାଇଁ କେତେକ ସଚେତନତା ବାର୍ତ୍ତା ନିମ୍ନରେ ଦିଆଗଲା : କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଲୁଣ, ତେଲମସଲା ଓ ଆମୀଷ ଖାଦ୍ୟ କମ୍‌ ଖାଆନ୍ତୁ ।ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।ପାଣିକୁ ଫୁଟାଇ ଛାଣି ପିଅନ୍ତୁ ।କୀଟନାଶକ…
Read More...

ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ମଡେଲ୍ ଘର ପ୍ରଦର୍ଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଦିବାସୀ ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ବନଜାତ ଦ୍ରବ୍ୟର ସ୍ୱତନ୍ତ୍ର ହାଟ ପ୍ରଦର୍ଶିତ ହେଉଛି । ଏଥି ସହିତ ପ୍ରାଚୀନ ଜନଜାତିଙ୍କ ୧୦ ଗୋଟି ମଡେଲ୍ ଘରର ପ୍ରଦର୍ଶନ କରାଯାଇଛି । ମେଳା ପରିସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ…
Read More...

ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ ପରିଦର୍ଶନ କରି ଜନଜାତିଙ୍କ ମହାନ୍ ସାମାଜିକ ଜୀବନର ଝଲକ ପ୍ରାପ୍ତ କରନ୍ତୁ । ଏହି ମେଳାରେ ମହୁ, ହଳଦୀ, ମାଣ୍ଡିଆ, ଝୁଣା, ମୁଗ, ବିରି, ପାଳୁଅ, ବାସନା ଚାଉଳ, ଫୁଲ ଝାଡୁ, ସବାଇ ଘାସ…
Read More...

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ

ଭୁବନେଶ୍ୱର : ଆଜି ଶ୍ରୀକପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ । ଏହି ବୈଠକ ପରେ ସ୍ପଷ୍ଟ ହୋଇଯିବ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହେବ କି ନାହିଁ ।…
Read More...

ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଵର୍ଗତ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି । ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । କରୋନା ମହାମାରୀ ସମୟରେ ଉତ୍ତମ ପରିଚାଳନା…
Read More...

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂତନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର…
Read More...