Browsing Tag

bhabanipatana news

ସ୍ୱେଚ୍ଛାସେବୀଙ୍କ ନିଆରା ପ୍ରୟାସ : କାଜଲଙ୍କୁ ମିଳିଲା ହୁଇଲ ଚେୟାର୍‌

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଦୁଆରସୁଣୀ ପଞ୍ଚାୟତ ଗୋଶାଣୀମୁଣ୍ଡା ଗାଁର କାଜଲ ସାହୁ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମରୁ ମା'ଙ୍କୁ ହରାଇ ପିତା ମଦନ ସାହୁ ପାଉଁରୁଟି ବିକ୍ରି କରି ଝିଅର ସମସ୍ତ ଯତ୍ନ ନେଉଥିଲେ । କିନ୍ତୁ ତାଙ୍କ ପିତାଙ୍କ ଗତବର୍ଷ ଅଗଷ୍ଟ ମାସରେ ଦେହାନ୍ତ
Read More...

ଉଦ୍ଧାର ହେଲେ ବଙ୍ଗାଳି ବୃଦ୍ଧ : ସମାଜସେବୀଙ୍କ ସହଯୋଗରେ ଗଲେ ନିଜ ଜନ୍ମମାଟି

ଭବାନୀପାଟଣା : ୱେଷ୍ଟବେଙ୍ଗଲ ହାୱଡା ଜିଲ୍ଲାରର ତପନ ବୁଢ଼େକ ନାମକ ଜଣେ ବୃଦ୍ଧ ଭୁଲ ବଶତଃ ଏକ ଅଜଣା ଟ୍ରେନ୍‌ରେ ଚଢି ଭବାନୀପାଟଣା ପହଂଚିଥିଲେ । ସେ ଦୀର୍ଘଦିନ ହେଲା ଭବାନୀପାଟଣାର ଏପଟେ ସେପଟେ ଘୁରି ବୁଲୁଥିଲେ । ତାଙ୍କର ଭାଷା କେହି ବୁଝି ପାରୁନଥିଲେ । ଯେଉଁଠି ଯାହା ମିଳିଲା ସେଇଟା ଖାଇ
Read More...

କୃଷକ ଉତ୍ପାଦକ କମ୍ପାନୀ କୃଷକମାନଙ୍କୁ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ

ଭବାନୀପାଟଣା, (କେପିଏନ୍‌ଏସ୍‌) : କୃଷକମାନେ ଅଣ ଧାନ ଚାଷ ମାଧ୍ୟମରେ ନିଜ ରୋଜଗାରକୁ ବୃଦ୍ଧି କରିପାରିବେ । ଗୋଟିଏ ଅଞ୍ଚଳରେ ବଜାର ଚାହିଦା ଥିବା ଉତ୍ପାଦ ଗୁଡ଼ିକର ବହୁଳ ଭାବେ ଚାଷ କଲେ ଉତ୍ପାଦର ସହଜ ବଜାରୀକରଣ କରିହେବ । ଚାଷୀମାନଙ୍କ ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି
Read More...

ତିଳଯୋଡିଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭବାନୀପାଟଣା, (ପି.କେ ସାହୁ) : ଦୀର୍ଘ ବର୍ଷର ଗବେଷଣା ପରେ ୧୯୨୮ ମସିହା ମାର୍ଚ୍ଚ ୨୪ ତାରିଖରେ ଯକ୍ଷ୍ମା ରୋଗ ପାଇଁ ଦାୟି ବ୍ୟାକଟେରିଆକୁ ଚି଼ହ୍ନଟ କରାଯାଇଥିଲା । ସେହି ଦିନକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ
Read More...

ୟଙ୍ଗ ଷ୍ଟାର କ୍ଲବ ଦ୍ୱାରା ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ

ଭବାନୀପାଟଣା, (ପି.କେ.ସାହୁ) : ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଯୁବ ସଂଗଠନ ତରଫରୁ ତିଳଯୋଡିଠାରେ ଥିବା ଫରେଷ୍ଟ କ୍ଵାଟର୍‌ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁବକ ଯୁବତୀମାନେ ଗାଁରେ ଏକ ପରିକ୍ରମା କରିଥିଲେ । ଲୋକମାନଙ୍କୁ ଲିଫ୍ଟଲେଟ ଦେଇ ବନ୍ୟଜନ୍ତୁଙ୍କୁ ନମାରି
Read More...

ମାଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ମାଣିକେଶ୍ୱରୀ ଛକ ନିକଟରେ ଛିଡା ହୋଇଥିବା ୧୪ ଚକିଆ ମାଲ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍‌ । ଟ୍ରକ୍‌ ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଟ୍ରୋଲ ପମ୍ପ ଓ ମଲ୍‌
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଜ୍ଞାନ ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୟଙ୍ଗଷ୍ଟାର କ୍ଲବ ତିଳଯୋଡିର ମିଳିତ ଉଦ୍ୟମରେ ତିଳଯୋଡି
Read More...

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ୍‌ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସରକାରୀ ଅଧିକାରୀ ଧନୁର୍ଜୟ ଧୋବା

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ସୋମବାର ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସେ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଧୋବା । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର
Read More...

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପଦରର ଶୁକ୍ରବାର ୫୦ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ
Read More...