Browsing Tag

belpada news

ସଟ୍ଟା ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ମୁଖ୍ୟ ସହରରେ ବେଆଇନ ଭାବେ ମଦ ଓ ସଟ୍ଟା ଖେଳ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଗତକାଲି ବେଲପଡ଼ା ପୋଲିସ ଅଚାନକ ଚଢ଼ାଉ କରି ୪ ଜଣ ସଟ୍ଟା ଖେଳ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାଇ ବେଲପଡ଼ା ଆଇଆଇସି ସୁଶାନ୍ତ କୁମାର୍…
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଧାରଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଦ୍ୟାଳୟମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । କେଉଁ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ତ କେଉଁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ…
Read More...

ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ବେଲପଡ଼ା, (କେପିଏନ୍‌ଏସ୍‌) : ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଆଜି ବେଲପଡା ବ୍ଲକର ନବୀନ ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସହାୟତା ବଣ୍ଟନ ଶିବିରରେ ମୋଟ ୨୨୫ ଜଣ ହିତାଧିକରୀଙ୍କୁ ନୂତନ ପଞ୍ଜିକରଣ କରାଯାଇ ଲେବର କାର୍ଡ ଦିଆଯାଇଥିଲା । ୧୫ ହିତାଧିକାରୀଙ୍କ…
Read More...

ଯୋଗାଣ ସହାୟକଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ଜରିଆରେ ଖାଦ୍ୟ ଓ ଯୋଗାଣ ବିଭାଗକୁ ଦାବୀପତ୍ର

ବେଲପଡା, (ଭୋଜରାଜ ଦଣ୍ଡସେନା) : ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଗରିବ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ଯୋଗାଣ ସହାୟକମାନେ ଠିକ୍ ସମୟରେ ଲୋକଙ୍କ ପାଖକୁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି । ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଘର ଘର ଯାଇ…
Read More...

ବେଲପଡା ବ୍ଳକରେ ଚରମ ସୀମାରେ ଛତୁଆ ଦୁର୍ନୀତି ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ସୁପରଭାଇଜର, ଶିଶୁ ପ୍ରକଳ୍ପ…
Read More...

୧୧ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବରିଷ୍ଠ କଂଗ୍ରେସ ନେତା ଅନୀଲ ମେହେରଙ୍କ ନେତୃତ୍ୱରେ ୧୧ ଦଫା ଦାବୀରେ ବେଲପଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପ୍ରଥମେ ବେଲପଡା ତାରିଣୀ ମନ୍ଦିରଠାରେ ଶହ ଶହ କଂଗ୍ରେସ କର୍ମୀମାନେ…
Read More...

ଧୂମାଭଟା କଲେଜରେ ସ୍ୱାଧୀନତା ଦିବସ ପାଳନ ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ବଦଳରେ ଶୁଭିଲା ବୋଲ୍‌ବମ୍‌ ଗୀତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ୭୭ତମ ସ୍ଵାଧୀନତା ଦିବସ ଅତି ଗର୍ବ ଓ ଗୌରବର ସହ ପାଳନ କରୁଥିବା ସମୟରେ ଧୁମାଭଟା କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏବେ ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଧୁମାଭଟାରେ…
Read More...

୭୭ତମ ସ୍ୱାଧୀନତା ଦିବସ ପାଳିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସମଗ୍ର ଭାରତରେ ବହୁ ଆନନ୍ଦ ଉଲ୍ଲାସର ସହିତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକର ସମସ୍ତ ସରକାରୀ ବେସରକାରୀ ସଂସ୍ଥାମାନଙ୍କରେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବାଗଦୋର ଗ୍ରାମ…
Read More...

ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବ୍ଲକ ଘେରାଉ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା କୋଶଲ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ତିନି ଦଫା ଦାବୀ ନେଇ ବେଲପଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ।ଏହି ବ୍ଲକ ଘେରାଉରେ ବେଲପଡା ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ଶହ ଶହ ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ…
Read More...

ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡାକୁ ଗସ୍ତ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ବେଲପଡା ପୋଲିସ ପକ୍ଷରୁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲପଡା ଅଞ୍ଚଳର ହଜାର ହଜାର ମହିଳା ଓ…
Read More...