ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଲେ ଲୋକେ
ବେଲପଡା, (କେପିଏନ୍ଏସ୍) : ବେଲପଡା ବ୍ଲକ ଧୂମାଭଟା ପଞ୍ଚାୟତ ଜଳିଆ ଗ୍ରାମରେ ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନାନୁସାରେ ଗ୍ରାମର ଶୁକ୍ରୁ ମଲ୍ଲିକଙ୍କ ଘରୁ ଚୋରି କରିବା ପାଇଁ ଦୁର୍ବୃତ୍ତ ପଶିଥିବା ବେଳେ ପରିବାର!-->…
Read More...
Read More...