ତୁଳସୀଚୌରା କଲୋନୀ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସ୍ୱୟଂସିଦ୍ଧା’ ମହାସମାରୋହରେ ପାଳିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୨୭ ନଂ ୱାର୍ଡରେ ସ୍ଥିତ ତୁଳସୀଚୌରା କଲୋନୀସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ' ସ୍ୱୟଂସିଦ୍ଧା' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଥଙ୍କ!-->…
Read More...
Read More...