Browsing Tag

baripada news

ବାରିପଦା ପୌରପାଳିକା ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିକଶିତ ଭାରତ ପାଇଁ ସହରାଞ୍ଚଳର ବିକାଶ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହେଉଛି କ୍ଷମତା ବିକେନ୍ଦ୍ରୀକରଣର ଏକ ଅଭିନ୍ନ ସୋପାନ ଏହି ଐତିହାସିକ ବ୍ୟବସ୍ଥାକୁ ସ୍ମରଣୀୟ ଓ ଲୋକାଭିମୁଖୀ କରିବା ତଥା
Read More...

ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ତଥା ରୋଟାରୀ କ୍ଲବର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବାରିପଦା
Read More...

କନିଷ୍ଠ ରାଜ୍ୟସ୍ତରୀୟ ଖେଳକୁଦ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ୩ ଓ ୪ ତାରିଖରେ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସେପ୍ଟେମ୍ବର ମାସ ୨୨ରୁ ୨୪ ତାରିଖ ମଧ୍ୟରେ କନିଷ୍ଠ ପୂର୍ବାଞ୍ଚଳ ଖେଳକୁଦ ଖେଳକୁଦ ଚାମ୍ପିୟାନସିପ ପାଇଁ କଟକରେ ୬ ଓ ୭ ତାରିଖରେ କନିଷ୍ଠ ବର୍ଗ ଓଡିଶା ଦଳ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ
Read More...

ମେଗା, ଏକକ ଓ ବହୁଗ୍ରାମ ଜଳ ଯୋଗାଣର ସୁଗମ ସମ୍ପାଦନ ନିମନ୍ତେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ କମିଟି ବୈଠକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ, ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ
Read More...

ବାରିପଦାଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳନ ଅବସରରେ ରାଲି ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଗଷ୍ଟ ତା ୨୯ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା, ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦାଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।
Read More...

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସି ଏମ କିଷାନ ସହାୟତା ରାଶି ପ୍ରଦାନ ସମାବେଶ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଡିବିଟି ମାଧ୍ୟମରେ ପ୍ରଦାନ କରାଗଲା ସହାୟତା ରାଶି ବାରିପଦା, (ଦେବସ୍ମିତ ଚୌଧୁରୀ) : କୃଷି ଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ତଥା ପବିତ୍ର ଗଣେଶ ଚତୁର୍ଥୀ ଦିବସରେ ଆଜି କୃଷି ଶିକ୍ଷା ସଦନ, ଓୟୁଏଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ
Read More...

ରାଜ୍ୟସ୍ତରୀୟ ପାରା ଖେଳକୁଦ ପ୍ରତିଯୋଗିତା ରଞ୍ଜନ ଓ ରଜଙ୍କୁ ସ୍ୱର୍ଣ୍ଣ ପଦକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାରା ସ୍ପୋର୍ଟସ ଏସୋସିଏସନ, ଓଡିଶା ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ତାରକା ରଞ୍ଜନ ହାଁସଦା ଓ ରଜ ମାର୍ଣ୍ଡି ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ
Read More...

ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜକୁ ୨ ସ୍ୱର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ହାସଲ

ଡେପୁଟି କଲେକ୍ଟର ଡ଼. ଶୁଭଙ୍କରି ସୁଦେଷ୍ଣା ଦାଶଙ୍କୁ ସଫଳତା ପାଇଁ ଅଭିନନ୍ଦନ ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତୀୟ ଶକ୍ତି ଉତ୍ତୋଳନ ସଙ୍ଘ ଆନୁକୂଲ୍ୟରେ ଝାରଖଣ୍ଡର ଜାମଶେଦପୁରଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳର ୩ ଜଣ ଖେଳାଳି ୪ଟି ପଦକ ହାସଲ
Read More...

ସାପ ସହ ବିତିଲା ରାତି

ବାରିପଦା : ମୃତ୍ୟୁ ସହିତ ବିତିଲା ରାତି । ଏକ ତମ୍ପ ସାପ ସହିତ ମଶାରୀ ଭିତରେ ସାରା ରାତି ଶୋଇଲେ ଜଣେ ମଣିଷ । ରାତି ସାରା ଶୋଇବା ପରେ ସକାଳୁ ଉଠିଲା ବେଳକୁ ବିଛଣାରେ ସାପ ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା । ସାପକୁ ଦେଖିବା ମାତ୍ରେ ତାଙ୍କ ଦେହ ଥରି ଉଠିଥିଲା । ସ୍ନେକ ହେଲ୍ପଲାଇନ ଖବର
Read More...

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରି ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା ବାରିପଦା, (ଦେବସ୍ମିତ ଚୌଧୁରୀ) : ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଭା. ପ୍ର.ସେ.
Read More...