ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ
ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ପାଇଁ ରବିବାର ଯାଦବ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପଠାରେ ଯାଦବ ସମାଜର ବ୍ଲକ ସଭାପତି ମନଫୁଲ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…
Read More...
Read More...