Browsing Tag

bargarh news

ବରଗଡ଼ର ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଏବଂ ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର…

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୩୧ ଜୁଲାଇ ୨୦୨୩ରେ ପ୍ରକାଶିତ ଓପିଏସ୍‌ସି ୨୦୨୧ ଫଳାଫଳରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଓପିଏସ୍‌ସି ୨୦୨୧ ତାଲିକାର ଶୀର୍ଷ ୨୦୦ ରେଙ୍କରେ ରହି ବିକାଶ ଶିକ୍ଷାନୁଷ୍ଠାନ
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ତଥା ଆଖ ପାଖ ଅଞ୍ଚଳରେ ଗତ ଦୁଇ ଦିନ ହେଲା ଲଗାତାର ବର୍ଷା ହେଉଛି ଫଳରେ ମାନସିକ ରୋଗୀ ତଥା ଅସହାୟ ବୃଦ୍ଧ, ବୃଦ୍ଧା ବ୍ୟକ୍ତି ଯଦି କୌଣସି ସ୍ଥାନରେ ରହିଥିବେ ତା'ହେଲେ ସଂକଳ୍ପ ପରିବାର ସହିତ ଯୋଗାଯୋଗ କରିବାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାଠାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା ମଣ୍ଡଳୀର ସମ୍ପାଦକ ଦିନେଶ ସାହୁ, ପୂର୍ବତନ ଶିକ୍ଷକ
Read More...

ସାମାଜିକ ଅନୁଷ୍ଠାନ ‘ଆମ ପରିବାର ଅତାବିରା’ ପକ୍ଷରୁ ସମଲପୁରୀ ଦିନ୍ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଗତବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରାର ନବ ଗଠିତ ସାମାଜିକ ଅନୁଷ୍ଠାନ "ଆମ ପରିବାର, ଅତାବିରା" ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ୍‌ ଦ୍ୱିତୀୟ ବର୍ଷରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ସମଲପୁରୀ
Read More...

ସମ୍ବଲପୁରୀ ଦିବସରେ ଖବରକାଗଜ ବିତରକଙ୍କୁ ଛତା ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ନାଚଗୀତ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଏହାକୁ ଅଭିନବ ଭାବେ ପାଳନ
Read More...

ବରଗଡ଼ରେ ସମ୍ବଲପୁରୀ ଦିନ ପାଳନ

ଅଗଷ୍ଟ ୧ରେ ସମସ୍ତ କର୍ମଚାରୀ ପରିଧାନ କରିବେ ସମ୍ବଲପୁରୀ ବସ୍ତ୍ର : ଜିଲ୍ଲାପାଳ ବରଗଡ଼, (ନିରୋଜ କୁମାର ପାଣୀ) : ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସ୍ମୃତିରେ ରଖି ଅଗଷ୍ଟ ୧ ତାରିଖ ବରଗଡ଼ ଜିଲ୍ଲାରେ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ
Read More...

ପଞ୍ଚାୟତସ୍ତରୀୟ ନିଶ୍ମକ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀଗିଡା ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀମାନ ଲୋକେଶ କୁମାର୍ ସାହୁଙ୍କ ନେତୃତ୍ୱରେ ଆଜି ଶ୍ରୀଗିଡା ଗ୍ରାମରେ ଏକ ପଞ୍ଚାୟତସ୍ତରୀୟ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ମେଳା
Read More...

ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂସ୍ଥା ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ରାତ୍ର ଆଶ୍ରୟସ୍ଥଳୀ ପରିସରରେ ଆମ୍ବ,
Read More...

ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୁତିବନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ବରଗଡ଼ ସହର ଉପକଣ୍ଠ ବଗେଇବିରା ନିକଟ ଗ୍ରାମ୍ୟ ଜଙ୍ଗଲରେ ଗଢି ଉଠିଛି ସଂଗ୍ରାମୀ ସ୍ମୃତିବନ । ଗତବର୍ଷ ଠିକ୍ ଆଜିକାର ଦିନରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗ ସହଯୋଗରେ ବୈଷ୍ଣୋଦେବୀ
Read More...

ଜନଗଣର ମୁଖପତ୍ର ସାପ୍ତାହିକୀ ଗଣଇସ୍ତାହାର ଆତ୍ମପ୍ରକାଶ କରିବ

ବରଗଡ, (ନିରୋଜ କୁମାର ପାଣୀ) : ଗ୍ରାମାଞ୍ଚଳର ଗରିବ ଖଟିଖିଆ ଜନଗଣର ସ୍ୱର ସାପ୍ତାହିକ ଖବରକାଗଜ ଗଣଇସ୍ତାହାର ଆଗାମୀ ଅଗଷ୍ଟ ୧୫ରେ ଆତ୍ମପ୍ରକାଶ କରିବ ବୋଲି ବରଗଡ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ଗଣଇସ୍ତାହାରର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଘୋଷଣା କରାଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା
Read More...