ଭେଡେନ ଟ୍ରିପଲ ମର୍ଡର ଘଟଣାରେ ୨ ଗିରଫ
ବରଗଡ଼ : ଭେଡେନ ଟ୍ରିପଲ ମର୍ଡର ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସଂପର୍କୀୟ ଭଣଜା ସହ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ଛତିଶଗଡ଼ ମହାସମୁନ୍ଦରେ ଚୋରି ସୁନା ବିକ୍ରି ବେଳେ ଉକ୍ତ ଦୁଇ ଜଣ ଧରାପଡ଼ିଥିବା ସୂଚନା ମିଳିଛି । ସଂପତ୍ତି ଲୋଭରୁ ସଂପର୍କୀୟ ଭଣଜା ହତ୍ୟା କରିଥିଲା!-->…
Read More...
Read More...