Browsing Tag

bargarh news

ଭୁକ୍ତା ସିଏଚ୍‌ସିରେ ଜାତୀୟ କୃମି ନାଶକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଗତକାଲି ଜାତୀୟ କୃମି ନାଶକ କର୍ମଶାଳା ଓ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଶିଶୁଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ
Read More...

ବେହେରାପାଲି ବସନ୍ତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଦୁଇ ଦିନ ଧରି ଚାଲିଥିବା ବସନ୍ତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ବିକ୍ରମାଦିତ୍ୟ ଉପାଧି ଧାରଣ, ବିଦେଶୀ ଶକ ଆକ୍ରମଣକାରୀ ପଶ୍ଚିମ ସତ୍ରାପକୁ
Read More...

ଆମ ସମସ୍ୟାର ସମାଧାନ ନାହିଁ ତ ଭୋଟ ନାହିଁ, ବିଚାର ଆପଣଙ୍କର : ଗ୍ରାମବାସୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଉଠିଥିବା ବେଳେ ଅନେକ ଗ୍ରାମବାସୀ ମାନେ ନିଜ ଗ୍ରାମର ସମାସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି । ସୂଚନା ଅନୁସାରେ ବରପାଲି ବ୍ଲକ ଅନ୍ତର୍ଗତ ଗ୍ରାମର ରାସ୍ତା ଗତ
Read More...

ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀଙ୍କୁ ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହାର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆଙ୍କ
Read More...

ନିଷ୍ଠା ପରିବାର ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମା' ମାଉଲୀ କଲ୍ୟାଣ ମଣ୍ଡପ, ମାଲିପାଲି, ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି
Read More...

ବରଗଡ଼ର ପୁଅ କୌଶିକଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌

ବରଗଡ଼ : ବରଗଡ଼ ସହର ୱାର୍ଡ ନଂ.୧୧ ବାସିନ୍ଦା ଧର୍ମେନ୍ଦ୍ର ପ୍ରକାଶ ମିଶ୍ର ଓ ମିନତୀ ମିଶ୍ରଙ୍କ ପୁଅ କୌଶିକ ମିଶ୍ର(୨୨)ଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ୍‌ର ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌ ମିଳିଛି । ସୂଚନା ଅନୁୟାୟୀ, କୌଶିକ ଫେସ୍‌ବୁକ୍‌ରେ ଗତ ଦୁଇ ମାସ ହେଲା ଚାକିରି ପାଇଁ ୫ଟି
Read More...

ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରାଜୁ

ବୋଡେ଼ନ : ବୋଡେ଼ନ ବ୍ଲକ ଫରସରା ପଞ୍ଚାୟତ ବୁଢ଼ୀପଦର ଗାଁ’ର ରାଜୁ ନାଏକ(୫୫) ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ । ସୂଚନା ଅନୁସାରେ, ରାଜୁ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଟେଭି ନାଏକଙ୍କୁ ନେଇ ତାଙ୍କ ପରିବାର । ପ୍ରାୟ ପାଞ୍ଚବର୍ଷ ତଳେ ରାଜୁ
Read More...

ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଲତା ମଙ୍ଗେସ୍‌କରଙ୍କୁ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ବରଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗତକାଲି ସଙ୍ଘ କାର୍ଯ୍ୟାଳୟରେ ସଭାପତି ଶଙ୍କର ବଲ୍ଲଭ
Read More...

ଶବକୁ ସମ୍ମାନ ଦେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଶବକୁ ସମ୍ମାନ ଦେଇଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦୟାରାମ ଚକ୍ରଧାରୀ(୫୮) ରାଜ ମିସ୍ତ୍ରୀ କାମ କରି ନିଜର ପରିବାର ପୋଷଣ କରୁଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ ଲଳିତା ଚକ୍ରଧାରୀ ଓ ଦୁଇ ନାବାଳକ ପୁଅ ଗୋଟେ ଦାଦନ ଖଟି ସୁଦୂର ଅନ୍ଧ୍ରପ୍ରଦେଶକୁ
Read More...

ଶିଶୁ ସାହିତ୍ୟ ପତ୍ରିକା ‘କଳାମାଣିକ’ ଉନ୍ମୋଚିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟ ପ୍ରତି ଶିଶୁ ମାନଙ୍କର ମମତା ସୃଷ୍ଟି ହେଲେ ଯାଇ ସାହିତ୍ୟର ବିକାଶ ସାଧିତ ହୋଇପାରିବ । ତେଣୁ ଶିଶୁମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଗୁରୁ ଦାୟିତ୍ବ ଶିଶୁ ପତ୍ରିକା ମାନଙ୍କର ରହିଛି । ଶିଶୁ ପତ୍ରିକାର ନିର୍ବାଚିତ ଶିଶୁ ମନଲାଖି
Read More...