Browsing Tag

bargarh news

ଉଦ୍ଧବ ପବ୍ଲିକ ସ୍କୁଲରେ ଚାରା ରୋପଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ବିରମାଲ ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ ଖେଳ ପଡିଆରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିରମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ, ସମ୍ମାନିତ ଅତିଥି ସ୍କୁଲ ଚେୟାରମେନ କୃଷ୍ଣଚନ୍ଦ୍ର…
Read More...

ଇମ୍ପରିୟଲ କଲେଜରେ ଆଜାଦୀ କା ଅମୃତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ୯ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିବସରେ ମୋହନ ସାହୁଙ୍କ ଲିଖିତ ଓ ମହୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘ବଡମା’…
Read More...

ଉପର ମୁଣ୍ଡ ପରେ ଏବେ ତଳମୁଣ୍ଡରେ ବନ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ଚିକିଲି ବନ୍ୟା ପରେ ଏବେ ମହାନଦୀ ପାଣିରେ ଭେଡେନ ବ୍ଲକ ବ୍ରାହ୍ମଣ ତୁରୁମ, ଦେଶ ଭଟଲି, ଡ଼ାଲବ, ମହୁଲପାଲି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲା…
Read More...

ଅଭୟଙ୍କ ଅନୁରୋଧ ପରେ ହିତାଧିକାରୀ ପାଇଲେ ସରକାରୀ ପଲିଥିନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନାଢୋରା ପଞ୍ଚାୟତ ସଦର ଗ୍ରାମର ଧନେଶ୍ଵର ଦେହେରିଙ୍କ ମାଟିଘର ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଯାଇଥିଲା ଏବଂ ରହିବା ପାଇଁ ଅନ୍ୟତ୍ର ଆଶ୍ରୟ ନେଉଥିଲେ । ଏନେଇ ସରକାରୀ ସହାୟତାର ସହଯୋଗ ସହ ଘର ସଜାଡ଼ିବା…
Read More...

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଦୁଇଦିନ ପାଳିତ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟେକ ପୂଜାସ୍ଥଳୀ ଓ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଥିଲା । ଏହି…
Read More...

ବାଇକ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପାଣିଛତ୍ର ଅଭର ବ୍ରିଜ ଉପରେ ବାଇକ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଭୀମସାରକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଉଭୟ ବରଗଡ଼ ବ୍ଲକ ପୋଢ଼ପାଲି ଗ୍ରାମର ଅଟନ୍ତି । ମୃତକଙ୍କ ନାମ ହେଲା ମହିତ…
Read More...

ଡାକ୍ତର ଦମ୍ପତିଙ୍କ ପକ୍ଷରୁ ଖବରକାଗଜ ବିତରକଙ୍କୁ ରେନି କୋର୍ଟ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ଲଗାଣ ବର୍ଷା ହେଉଛି । ଏହି ବର୍ଷା ଯୋଗୁଁ ଅନେକ ବ୍ୟକ୍ତିଙ୍କ ଜୀବିକା ନିର୍ବାହ ଉପରେ ପ୍ରଭାବ ପଡିଥିବା ଦେଖିବାକୁ…
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ଅମୃତ ମହୋତ୍ସବ, ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ର ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଗଂଗାଧର ସରାଫଙ୍କ ଦାୟାଦମାନଙ୍କୁ ତାଙ୍କ ଭିଏସଏସ ନଗର ସ୍ଥିତ ବାସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା…
Read More...

ଅଗଷ୍ଟ ୨୧ରେ ଆପ୍‌ର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମ୍ମିଳନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ଆମ୍‌ ଆଦମୀ ପାର୍ଟିର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ,…
Read More...

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର : ୮୦ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଅବସରରେ "ସଂକଳ୍ପ ପରିବାର" ଓ ୧୧ ଷ୍ଟାର କ୍ଲବ, ବରଗଡ଼ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେନା କର୍ମଚାରୀ ଅରୁଣ ରଥ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ…
Read More...