ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବିବିଏସଏ ୨୦୨୨ରେ ରେଜିଷ୍ଟ୍ରେସନ ହୋଇଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ହୁଇଲ୍ ଚେୟାର, ଟ୍ରାଇ ସାଇକେଲ, ୱାଲକିଙ୍ଗ ଷ୍ଟିକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ!-->…
Read More...
Read More...