ଘର ସମ୍ମୁଖରୁ ବାଇକ ଚୋରି କରିନେଲେ ଚୋର, ସିସିଟିଭିରେ ଚୋରିର ଦୃଶ୍ୟ କଏଦ
ବଙ୍ଗୋମୁଣ୍ଡା, ( ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହରର ଡେଲିମାର୍କେଟ ନିକଟରେ ଜଣେ ବ୍ୟକ୍ତିଙ୍କ ଘରୁ ବିଳମ୍ବିତ ରାତିରେ ଚୋରମାନେ ବାଇକ ଚୋରି କରିନେଇ ଫେରାର ମାରିଛନ୍ତି । ବଙ୍ଗୋମୁଣ୍ଡା ସହରର ଆନନ୍ଦ ଅଗ୍ରୱାଲଙ୍କ ଘର ସମ୍ମୁଖରେ ଥିବା ହିରୋ ସୁପରସ୍ପଲେଣ୍ଡର!-->…
Read More...
Read More...