ବଙ୍ଗୋମୁଣ୍ଡା ସରକାରୀ ବସ୍ଷ୍ଟାଣ୍ଡ ଓ ଡାକଘରକୁ ପରିଭ୍ରମଣ କଲେ କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବସ୍ଷ୍ଟାଣ୍ଡ ଓ ଡାକଘରକୁ ଆଜି ପରିଭ୍ରମଣ କରିଛନ୍ତି କ୍ରିଷ୍ଣା ଲାର୍ନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟର ପରିଚାଳକ ରାଜେଶ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ!-->…
Read More...
Read More...