Browsing Tag

balipatana news

କେନାଲକୁ ଖସିଲା ପିସିଆର ଭ୍ୟାନ୍

ବାଲିପାଟଣା : କେନାଲକୁ ଖସିଲା ପିସିଆର ଭ୍ୟାନ୍ । ହଂସପାଳ-ଅଭୟମୁଖି ରାସ୍ତା ବାଲିଅନ୍ତା ଥାନା ପାରିବାସୁଦେଇପୁର ନିକଟରେ ଗୋପ ବ୍ରାଞ୍ଚ କେନାଲକୁ ପୋଲିସ ପିସିଆର ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍‌ରେ ଥିବା ୩ ପୋଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର
Read More...

ସ୍କର୍ପିଓକୁ ପିଟିଲା ହାଇୱା ଜଣେ ମୃତ, ୩ ଗୁରୁତର

ବାଲିପାଟଣା : ପୁରୀ ଏନଏଚ ଗୁଡ଼ିଆ ପୋଖରୀ ଛକ ନିକଟ ଏହି ଦୁର୍ଘଟଣା ହୋଇଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ଵର-ପୁରୀ ଏନଏଚରେ ଦୁର୍ଘଟଣା ହୋଇଛି ।
Read More...

ବସ୍ ଧକ୍କାରେ ଚାଲିଗଲା ଜୀବନ

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିଅନ୍ତ ଥାନା ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ସ୍କୁଲ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ବଡ଼ମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା ବୋଲି ଜଣାପଡିଛି । ଖବର ଯୋଗ୍ୟ ଯେ, ବିପିନ ବେଣୁପୁର ଗାଁରେ ଭଡ଼ା
Read More...

ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ

ବାଲିପାଟଣା : ପୋଖରୀରେ ବୁଡ଼ି ଭାଇ-ଭଉଣୀ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସୁବାଳୋ ଗ୍ରାମରେ । ମୃତକ କୋରଡକଣ୍ଟା ଗ୍ରାମର ମଣ୍ଡେଇ ଜେନା(୧୪) ଓ ବାପୁନ ଜେନା(୮) । ସୂଚନା ଅନୁସାରେ, ଭାଇ-ଭଉଣୀ ଖେଳୁଥିବା ବେଳେ ଭାଇ ବାପୁନ ପୋଖରୀରେ ବୁଡ଼ି ଯାଇଥିଲେ । ଭାଇକୁ ରକ୍ଷା
Read More...

ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

ବାଲିପାଟଣା : ରାଜ୍ୟରେ ଗୀଷ୍ମଲହରି ଜାରି ଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ୧୧୧ ଜୟଦେବ
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ରାଜରାସ୍ତାରେ କୃଷ୍ଣପୁର ବ୍ରିଜ ସନ୍ନିକଟରେ ଏକ ଚଳନ୍ତା କାର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଏବଂ କାର ଭାଙ୍ଗିରୁଜି ଚୂରମାର ହୋଇଯାଇଥିବା ଦେଖିବାକୁ
Read More...

ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାଲିପାଟଣା : ପାହାଳ ଥାନା ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାର ୩ ଦିନ ପରେ ପୋଲିସକୁ ମିଳିଲା ସଫଳତା । ପାହାଳ ଥାନା ପୋଲିସ ଦ୍ୱାରା ୨ଜଣ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ଗାଡି
Read More...

ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

ବାଲିପାଟଣା : ଯୁବ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ପଡିଛି ମୃତଦେହ । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ଛାନ୍‌ଭିନ୍‌ କରୁଛି । ମୃତ ଯୁବ ବ୍ୟବସାୟୀଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଖବର ମିଳିଛି ।
Read More...

କାର୍‌ରେ ଲାଗିଲା ନିଆଁ, ଗାଡିରେ ଥିଲେ ୪ ଜଣ

ବାଲିପାଟଣା : ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର୍‌ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିଶ୍ଚିନ୍ତପୁର ଠାରେ ଘଟିଛି ଏହି ଘଟଣା । ଅଗ୍ନିକାଣ୍ଡରେ କାର୍‌ଟି ପୁରା ଜଳିଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କାର୍‌ଟି ରାଜସରୁ ପୁବାଗଡ଼ ପଟକୁ ଆସୁଥିଲା । ନିଶ୍ଚିନ୍ତପୁର ନିକଟରେ
Read More...

ଚୋର ଲେଖିଲା ପଶ୍ଚାତାପ ଚିଠି : ୯ ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ

ବାଲିପାଟଣା : ଚୋର ଲେଖିଲା ପଶ୍ଚାତାପ ଚିଠି । ୯ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୂପା ଅଳଙ୍କାର ଚୋରି ହୋଇଥିଲା । ଠାକୁରଙ୍କ
Read More...
error: Content is protected !!