Browsing Tag

balipatana news

୩ ଦିନ ହେଲା ସାମ୍ବାଦିକ ନିଖୋଜ ଅଭିଯୋଗ

ବାଲିପାଟଣା : ୩ ଦିନ ହେଲା ବାଲିଅନ୍ତା ସାମ୍ବାଦିକ ପୀତବାସ ଦାଶ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ୭ଟାରେ ମୋବାଇଲ୍ ଚାର୍ଜ ନଥିବାରୁ ଘରେ ମୋବାଇଲ୍ ରଖି ବଜାରକୁ ଯାଇଥିବା ବେଳେ ଛକରେ ତାଙ୍କ ବାଇକ୍ ଚାବି ଲଗା ଅବସ୍ଥାରେ ଥିବା
Read More...

ନିଶାଖୋରର ଉତ୍‌ପାତ : ମେଟାଲରେ ଆକ୍ରମଣ କରି ଯୁବକର ଆଖିପତା ଫଟେଇ ଦେଲା

ବାଲିପାଟଣା : ନିଶାଖୋରଙ୍କ ଉତପାତରେ ଅନେକ ନିରୀହ ଲୋକଙ୍କ ହଇରାଣ ହେବାରେ ଲାଗିଛନ୍ତି । ଠିକ୍‌ ସେମିତି ଭୁବନେଶ୍ୱରର ବାଲିପାଟଣା ଥାନା ଅନ୍ତର୍ଗତ ସମୁଦି ଗ୍ରାମର ନିଶାଖୋର ଚକ୍ରଧର ଭୋଇର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଦୁର୍ଯ୍ୟୋଧନ ସ୍ୱାଇଁ । ଖବର ଅନୁସାରେ ସମୁଦି ଗ୍ରାମର ବଜାର
Read More...

ନୃଶଂସ ପତ୍ନୀ : ସ୍ୱାମୀଙ୍କୁ ମାରି ବାଡ଼ିରେ ପୋଡି ଦେଇଥିଲା

ବାଲିପାଟଣା : ଜଣେ ନୃଶଂସ ପ‌ତ୍ନୀ ସ୍ୱାମୀଙ୍କୁ ମାରି ବାଡ଼ିରେ ପୋଡି ଦେଇଥିବା ଜଣାପଡ଼ିଛି । ବାଲିପାଟଣା ଥାନା ବନମାଳିପୁର ଗ୍ରାମର ନିଧିରାମ ଗିରି ୩ ମାସ କାଳ ନିଖୋଜ ଘଟଣା ଉପରୁ ଏବେ ପରଦା ଉଠିଛି । ଶେଷରେ ଗତକାଲି ପତ୍ନୀ ଲିଲି ସ୍ୱାମୀଙ୍କୁ ହତ୍ୟା କରି ପୋଡି ଦେଇଥିବା କଥା ସ୍ୱୀକାର
Read More...
error: Content is protected !!