ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ
ବାଲିପାଟଣା : ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଗାଁରେ ଗୋଷ୍ଠୀ ସଙ୍ଘର୍ଷ । ଏକ ଚୋରି ଘଟଣାରେ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ମାରପିଟ୍ କରିବା ଘଟଣାରେ ବୁଧବାର ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।!-->…
Read More...
Read More...