Browsing Tag

baliguda news

ଗଞ୍ଜେଇ ସହ ଅଟୋ ଓ ସ୍କୁଟି ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଜକିକିଆ-ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ ବାଲିଗୁଡା ଥାନା ଏସ୍ଆଇ ଦୀପକ ରାଉତଙ୍କ ସହ ତାଙ୍କ
Read More...

ବାଲିଗୁଡାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ
Read More...

ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ
Read More...

ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି : ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ୟ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ
Read More...

ଦୁଇ କାର୍‌ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର

ବାଲିଗୁଡା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ସତ୍‌ସଙ୍ଗ କେନ୍ଦ୍ର ନିକଟ ବୁଲାଣି ରାସ୍ତାରେ ଦୁଇକାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ଚାଷୀଙ୍କୁ ମିଳୁନି ପାଣି : ଉଠା ଜଳସେଚନ ପ୍ରକଳ୍ପ କାହା ‌ସ୍ୱାର୍ଥରେ ?

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି । ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି । ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡର ଅନେକ ଉଠା
Read More...

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି : ସଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି । ଏହାକୁ ନେଇ ପୁଲିସର ରାତ୍ରୀ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠିଛି । ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ
Read More...

ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍

ବାଲିଗୁଡ଼ା, (ସୁରେ‌ନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ବାଲିଗୁଡ଼ାରେ ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡିଛି । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ବେଳେ ମା' ଦକ୍ଷୀଣ କାଳୀ ମନ୍ଦିରରୁ ମା'ଙ୍କ ଅଳଙ୍କାର ମଧ୍ୟ ଲୁଟିନେଇ ଫେରାର୍‌
Read More...

ସ୍କୁଲ୍ ବନ୍ଦକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ : ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବା
Read More...

କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ : ନ୍ୟାୟ ଅପେକ୍ଷାରେ ଆଦିବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି
Read More...