Browsing Tag

balangir news

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ବାଇକକୁ ଧକ୍କା ଦେଲା ଟ୍ରକ : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ଜଣେ ଯୁବକ ନିଜ ବାଇକରେ ମେଡିକାଲ କାମରେ ଯିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ…
Read More...

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଇପିଏଫ୍‌ ପେନସନର ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଦାବୀ ନେଇ ଗତକାଲି ରାଜ୍ୟ ଇପିଏଫ୍‌ ପେନସନର ସଂଘ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟିଛନ୍ତି । ଏହାସହ ଏସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ରାଣାଙ୍କୁ ପ୍ରଦାନ…
Read More...

୧୪୦ ବୋତଲ କପ୍‌ ସିରଫ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲି ଗ୍ରାମରେ କପ୍‌ ସିରଫ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରି ସଂଗେ ସଂଗେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ପୂର୍ବରୁ ସେ ଏଭଳି ଭାବରେ କପ୍‌ ସିରଫ ବିକ୍ରି କରୁଥିବା ଜଣାପଡିଛି ।…
Read More...

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବିଜେପି ଯୁବ ମୋର୍ଚ୍ଚା ବଲାଙ୍ଗିର ଜିଲ୍ଲା ଉପସଭାପତି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ହେବ ଫାଇନାନ୍ସ ଗୃପର ମ୍ୟାନେଜର ପରିଚୟ ଦେଇ ଶତାଧିକ ଗରିବ ମହିଳାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଥିବା ଯୁବକଙ୍କୁ ମେଲଛାମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ…
Read More...

ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବିର୍ସା ମୁଣ୍ଡାଙ୍କୁ ଭାରତ ରତ୍ନ ପାଇଁ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଂଚଳ ବଲାଙ୍ଗିର ଓ ଆଦିବାସୀ କଲ୍ୟାଣ…
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ବିଷତ ପଡାର ନାଳ…
Read More...

୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୫ ଜଣ ଦାଦନ ଶ୍ରମିକଙ୍କୁ ଲାଠୋର ପୋଲିସ ଉଦ୍ଧାର କରିଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଦାଦନ ସର୍ଦ୍ଦାର ପ୍ରେମାନନ୍ଦ କୁମ୍ଭାରଙ୍କ ନାମରେ ଲାଠୋର ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ସୂଚନାରେ କୁହାଯାଇଛି ।…
Read More...

ନିଖୋଜ ମୋବାଇଲକୁ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ନିଖୋଜ ହୋଇଥିବା ନେଇ ଗତ ତା. ୨୩.୧୦.୨୦୨୨ .ରିଖରେ ଖୁଜେନପାଲିର ଗୁଣମଣି ଚିରଗୁନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ଟାଉନ ପୋଲିସ ଏକ ମାମଲା ରୁଜୁ କରି ମୋବାଇଲ ଫୋନକୁ ସହର ଭିତରୁ ଟ୍ରାକ୍‌ ମାଧ୍ୟମରେ ଉଦ୍ଧାର କରିଥିବା ବେଳେ ଆଜି ଟାଉନ ଥାନାକୁ…
Read More...

ଆସନ୍ତାକାଲି ବଲାଙ୍ଗିର ସହର ସମେତ ୫ଟି ଜାଗାରେ ହେବ ବିଦ୍ୟୁତ କାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲାଲଟିକିରା ଠାରେ ଥିବା ୧୩୨/୩୩ କେଭି ଗ୍ରୀଡର ବାର୍ଷିକ ମରାମତି ପାଇଁ ଆସନ୍ତାକାଲି ବଲାଙ୍ଗିର ସହର ସାରା ବିଦ୍ୟୁତ କାଟ ହେବାକୁ ଥିବା ବେଳେ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲିରେ ମଧ୍ୟ ସକାଳ ୮ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ…
Read More...

ସହରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛକ ଠାରୁ ୧୦ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଲା ପୋଲିସ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଅପରାଧ ବଢିବାରେ ଲାଗିଲାଣି । ଏହାକୁ ନେଇ ଭୟଭୀତ ଏବେ ସହରବାସୀ । ତେବେ ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ସମସ୍ତେ ଏବେ ମଧ୍ୟପାନ ସେବନ କରିବାରେ ଲିପ୍ତ । ଏଥିପ୍ରତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଧ୍ୟାନ ଦେଇ…
Read More...