jsm

ସହରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛକ ଠାରୁ ୧୦ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଲା ପୋଲିସ ନେଇ ଏସ୍‌ପିଙ୍କ ସୂଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଅପରାଧ ବଢିବାରେ ଲାଗିଲାଣି । ଏହାକୁ ନେଇ ଭୟଭୀତ ଏବେ ସହରବାସୀ । ତେବେ ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ସମସ୍ତେ ଏବେ ମଧ୍ୟପାନ ସେବନ କରିବାରେ ଲିପ୍ତ । ଏଥିପ୍ରତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଧ୍ୟାନ ଦେଇ ବଲାଙ୍ଗିର ସହର ସାରା ପେଟ୍ରୋଲିଂ ବ୍ୟବସ୍ଥା କଡାକୁଡି କରିବା ପାଇଁ ଟାଉନ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ବଲାଙ୍ଗିର ଟାଉନ ପୋଲିସ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଛକ ଠାରେ ଚଢାଉ କରି ୧୦ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ଅଟକ ରଖିଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.