Browsing Tag

balangir news

ତୃତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ଡଙ୍ଗୁରିପଡା, କାଲିଘନା ଓ କାଲସାଏପାଲିକୁ ହରାଇ ଲୋଇସିଂହା ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ୍‌ ଏସୋସିଏସନ୍‌ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ତୃତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡାଠାରେ ଟ୍ୟୁସନ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ଦେଲେ ଛାତ୍ରଙ୍କ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ସାଲେପାଲିର ଉତ୍ତମ କୁମାର ଗୁପ୍ତାଙ୍କ ପୁଅ ଅମ୍ରିତ କୁମାର ଗୁପ୍ତା(୧୨) ପ୍ରତିଦିନ…
Read More...

୧୦ ନଂ ୱାର୍ଡ ଅନ୍ତର୍ଗତ ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ସହର ବିକାଶ ଆଡକୁ ଗତି କରୁଥିବା ବେଳେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ ପାର୍କଗୁଡିକ ନିର୍ମାଣ କରାଯାଉଛି । ତେବେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୦ ନଂ ୱାର୍ଡର ସୁଦପଡା ସ୍ଥିତ ରେଲେୱ ଫାଟକ ପଡାକୁ ପୌର ଅଧ୍ୟକ୍ଷା ଶ୍ରୀମତୀ…
Read More...

କନ୍ଧପାଲିପଡାର ପେପର ବୟେ ଚୁମନ ରାଓଙ୍କୁ ସାକ୍ଷାତ କଲେ ପୌରଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେବ ପେପର ବୟେ ଚୁମନ ରାଓଙ୍କ ବିଷୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି । ତେବେ ଏହି ଖବର ଶୁଣି ପୌରାଧ୍ୟକ୍ଷା ଗତ ତିନିରୁ ଚାରି ଦିନ ତଳେ ଚୁମନର କନ୍ଧପାଲି ପଡା ସ୍ଥିତ ଘରକୁ ଯାଇ ତା’ର ପରିବାର ସହ ସାକ୍ଷାତ କରି ବିଭିନ୍ନ ସମସ୍ୟାର ସମାଧାନ…
Read More...

ଭାଗୀରଥୀ ଛକକୁ ପରିଦର୍ଶନ କଲେ ପୌରଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ସ୍ଥାନୀୟ ଭାଗୀରଥୀ ଛକ୍‌କୁ ପରିଦର୍ଶନ କରିଛନ୍ତି ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ଭାଗୀରଥୀ ଛକର ଠାରେ ଜନସାଧାରଣଙ୍କ ଅସୁବିଧାକୁ ଆଖି ଆଗରେ ରଖି ଷ୍ଟ୍ରିଟ୍‌ ଲାଇଟର ବ୍ୟବସ୍ଥା କରିବା ସହ…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବୀ ନେଇ ଆଜି ବଲାଙ୍ଗିରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ବଲାଙ୍ଗିରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସକାଳ…
Read More...

୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ରାଣୀମୁଣ୍ଡା ଗାଁରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଖରିଆଡ ବ୍ଲକ ନିକଟସ୍ଥ କେନ୍ଦୁପାଟି ଗାଁର ଯାଜ୍ଞେଶ୍ୱର ବନଛୋର ଗତରାତିରେ…
Read More...

ରାସ୍ତାକଡରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ : ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚନ୍ଦନପାଲି ଗ୍ରାମର ସୁଜିତ ବାରିକ ନାମକ ଜଣେ ବ୍ୟକ୍ତି ଗ୍ରାମର ରାସ୍ତାକଡରେ ଛିଡା ହୋଇଥିବା ବେଳେ ଦୃତ ଗତିରେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୁଜିତଙ୍କୁ ତରଭା…
Read More...

ବିଜାଖମନଠାରେ ଲୁଟ୍‌ ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜାଖମନଠାରେ ହୋଇଥିବା ଲୁଟ୍‌ ଘଟଣାରେ ବଲାଙ୍ଗିର ଟାଉନ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ସଇଁତଲା ଥାନା ଅନ୍ତର୍ଗତ ସଇଁତଲାର ଆଦିତ୍ୟ ଠାକୁର ଗୋଟିଏ ଫାଇନାନ୍ସ କମ୍ପାନୀରେ ଚାକିରି କରନ୍ତି । ଗତ…
Read More...

ବାଇକରୁ ଖସିପଡି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭଇଁସା ମହାବିଦ୍ୟାଳୟ ସାମ୍ନାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ହୋଇ ବୁର୍ଲାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ ବେହେରାମୁଣ୍ଡା ଗ୍ରାମର ବଳଦେବ ମାଝୀ ଓ ତାଙ୍କ ସ୍ତ୍ରୀ ବେଲମତୀ ମାଝୀ ବଲାଙ୍ଗିର…
Read More...