jsm

କନ୍ଧପାଲିପଡାର ପେପର ବୟେ ଚୁମନ ରାଓଙ୍କୁ ସାକ୍ଷାତ କଲେ ପୌରଅଧ୍ୟକ୍ଷା ଲିକା ସାହୁ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେବ ପେପର ବୟେ ଚୁମନ ରାଓଙ୍କ ବିଷୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି । ତେବେ ଏହି ଖବର ଶୁଣି ପୌରାଧ୍ୟକ୍ଷା ଗତ ତିନିରୁ ଚାରି ଦିନ ତଳେ ଚୁମନର କନ୍ଧପାଲି ପଡା ସ୍ଥିତ ଘରକୁ ଯାଇ ତା’ର ପରିବାର ସହ ସାକ୍ଷାତ କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ବେଳେ ଆଜି ଚୁମନର ପରିବାର ପାଇଁ ଗୋଟିଏ ଅର୍ନ୍ତଦ୍ୱୟ କାର୍ଡ କରି ପୌରଅଧ୍ୟକ୍ଷା ଶ୍ରୀମତୀ ସାହୁ ନିଜେ ଚୁମନର କନ୍ଧପାଲି ପଡା ସ୍ଥିତ ଘରକୁ ଯାଇ କାର୍ଡ ଦେଇଥିଲେ । ଏହି ସମୟରେ ପୌର ଅଧ୍ୟକ୍ଷାଙ୍କ ସହ କାଉନସିଲର ଶମ୍ଭୁ ନାଗ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.