Browsing Tag

balangir news

ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଛି ପୌର ଏନ୍‌ଫୋର୍ସମେଣ୍ଟ ଟିମ୍‌ । ତେବେ ସେମାନଙ୍କୁ ହଟାଇବା ସହ ଜୋରିମାନା ଆଦାୟ କରାଯିବ ବୋଲି ଚେତାବନୀ ମଧ୍ୟ…
Read More...

ରୀତିମତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ମୋ’ ଝିଅକୁ ମାରିଦେଲେ : ଅଭିଯୋଗ କଲେ କନ୍ୟାପିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୌତୁକ ନିର୍ଯାତନା, ବଧୂହତ୍ୟା ମାମଲାରେ ବେଶ୍‌ କଡ଼ାକଡ଼ି ଆଇନ ବ୍ୟବସ୍ଥା ରହିଥିବା ସତ୍ୱେ ଏଭଳି ଘଟଣା ସମାଜରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ରୀତିମତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ମୋ ଝିଅକୁ ମାରିଦେଲେ ବୋଲି ଆଜି ଜଣେ ନିରୀହ ବାପା…
Read More...

ଓଡ଼ିଆ ସିନେ ଶିଳ୍ପରେ ଚହଳ ସୃଷ୍ଟି କରିବ ସିନେମା ‘ଖରା’

ବଲାଙ୍ଗିର, (କେପଏନ୍‌ଏସ୍‌) : ଗ୍ରୀଷ୍ମ ପ୍ରବାହକୁ ଆଧାର କରି ସୃଷ୍ଟି ହୋଇଛି ଓଡ଼ିଆ ସିନେମା ‘ଖରା’ । ଏହା ଓଡିଆ ସିନେ ଶିଳ୍ପ ଜଗତରେ ଚହଳ ସୃଷ୍ଟି କରିବ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି । ଶ୍ରେଷ୍ଠ ଆନ୍ତର୍ଜାତୀୟ ସିନେମା ମହୋତ୍ସବରେ ‘ଖରା’ ଚଳଚ୍ଚିତ୍ର ମନୋନୀତ ହୋଇଥିବା ନେଇ ସୂଚନା…
Read More...

ବଲାଙ୍ଗିରରେ ରୋଗ ପ୍ରତିରୋଧକ ଔଷଧ ବ୍ୟବହାର ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ବିଭିନ୍ନ ରୋଗରେ ପଡି ମୃତ୍ୟୁହାର ବଢୁଛି । ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଉଚିତ ମାତ୍ରାର ଆଣ୍ଟିବାୟୋଟିକ ଦେଇ…
Read More...

ଆଇନ ସଚେତନତା ଶିବିର ଏବଂ ଭାରତୀୟ ସମ୍ବିଧାନ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲାଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦନଭାଟି ଠାରେ ମୌଳିକ କର୍ତ୍ତବ୍ୟ, ପୋସ୍କୋ ଆକ୍ଟ ଏବଂ ଜେଜେ(ସିପିସି) ଆକ୍ଟ ସମ୍ବନ୍ଧିୟ…
Read More...

ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ସର୍ବଭାରତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୩୪ତମ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିଷଦରେ ୧୧ରୁ ୧୩ ନଭେମ୍ବର ୨୦୨୨ରେ ହୋଇଥିଲା । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର…
Read More...

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଡିସେମ୍ବର ମାସ ୫ ତାରିଖ ସକାଳ ଘ.୧୦.୩୦ ମି. ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଡିସେମ୍ବର ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ୧୨ ତାରିଖରେ ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ, ୧୯ ତାରିଖରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ଗ୍ରାମ ପଞ୍ଚାୟତ…
Read More...

ବନ୍ଧୁପତ୍ନୀଙ୍କୁ ନେଇ ସ୍ୱାମୀ ଫେରାର୍‌, ଅଭିଯୋଗ ଆଣିଲେ ପତ୍ନୀ

ମୋ ସ୍ୱାମୀଙ୍କୁ ଗିରଫ କର, ଦଣ୍ଡ ଦିଅ : ମୁସ୍କାନ ଜୈନପରକୀୟା ପ୍ରୀତି ଉଜାଡି ଦେଲା ସୁନା ସଂସାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପରକୀୟା ପ୍ରୀତି କେତେ ଯେ ସୁନାର ସଂସାର ଉଜାଡି ଦେଇଛି ତାହାର ହିସାବ ନାହିଁ । ସାମାନ୍ୟ କିଛି ସମୟର ଉନ୍ମାଦନା ବର୍ଷ ବର୍ଷର ମଧୁର ସଂପର୍କକୁ ଉଜାଡି ଦିଏ…
Read More...

ଅଟୋ ଓଲଟି ୩ ଛାତ୍ରୀ ଗୁରୁତର, ୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ସଲତରପାଲିରେ ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଅଟୋ । ଫଳରେ ଅଟୋରେ ଥିବା ୩ ଛାତ୍ରୀ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଛାତ୍ରୀମାନେ ଅଟୋ ଯୋଗେ…
Read More...