Browsing Tag

balangir news

ହକି ପୁରୁଷ ବିଶ୍ୱ କପ୍‌-୨୦୨୩ : ଟ୍ରଫି ଟୁର୍‌ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିନି ମାରାଥନ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି ପୁରୁଷ ବିଶ୍ୱ କପ୍‌-୨୦୨୩ ପାଇଁ ଏବେ ସାରା ଓଡ଼ିଶା ଚଳଚଂଚଳ ହୋଇ ପଡ଼ିଥିବା ବେଳେ ଟ୍ରଫି ଟୁର୍‌ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳୁ ମିନି ମାରାଥନ୍‌ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରୁ…
Read More...

ୱାର୍ଡ ନମ୍ବର ୨୧ରେ ଚାଇଲ୍ଡ ପ୍ଲେ ଷ୍ଟେସନର ଶୁଭ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବବର୍ଷରେ ଶିଶୁଙ୍କ ପାଇଁ ୱାର୍ଡ ନମ୍ବର ୨୧ରେ ଚାଇଲ୍ଡ ପ୍ଲେ ଷ୍ଟେସନର ଶୁଭ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସମେତ ୱାର୍ଡ କାଉନସିଲର ଶତୃଘନ ବାଗ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ମି…
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ମୃତିକମିଟିର ସଭାପତି ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର…
Read More...

ହେପି କ୍ଲବ୍ ଆନୁକୂଲ୍ୟରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗେଟ ସରୋବରପଡାରେ ବହୁ ଆନନ୍ଦ ଓ ଉଲ୍ଲାସରେ ହେପି କ୍ଲବ୍ ଆନୁକୂଲ୍ୟରେ ୩୧ ଡିସେମ୍ବର ରାତିରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅଥିତି ରୂପେ ୧୦ ନମ୍ବର‌‌ ୱାର୍ଡ କାଉନସିଲର କିଶୋର କୁମ୍ଭାର ଯୋଗ ଦେଇଥିଲେ ।…
Read More...

ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତର ଭଳିଆମୁଣ୍ଡା ଗ୍ରାମରେ ସଞ୍ଜୟ କୁମାର ସାହୁଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ନେଇ…
Read More...

ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମଣ୍ଡିରେ କଟନୀ ଛଟନୀ ହେଲେ ମଣ୍ଡି ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ତେବେ ଏହି ଅବସରରେ ବିଧାୟକ ନରସିଂହ…
Read More...

ମୁଡପଲା ଗାଁକୁ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ବ୍ଲକର କୁଲତାପଡା ପଂଚାୟତର ମୁଡପଲା ଗାଁକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି…
Read More...

ଛାତରୁ ଖସି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସାଲେପାଲି ଗାଁର ନରେଶ ଧରୁଆ ନାମକ ଜଣେ ଯୁବକ ନିଜ ଘର ଛାତ ଉପରେ କାମ କରୁଥିଲେ । ହଠାତ୍‌ ମୁଣ୍ଡ ବୁଲାଇବାରୁ ସେ ଛାତ ଉପରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜକ ଓ ଡାକ୍ତରଖାନାରେ…
Read More...

ମୁଣ୍ଡପଲା ଗାଁରେ ନରସିଂହଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନରସିଂହ ଓ ଦଳ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଲେ ଶହସ୍ରାଧିକ ଲୋକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତ ମୁଣ୍ଡପଲା ଗାଁରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଗ୍ରାମବାସୀ ତରଫରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା…
Read More...

ଧୁମାମରାଠାରେ ସଡ଼କ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧୁମାମରାଠାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ସଦର ବ୍ଲକ ଚେରୁପାଲି…
Read More...