Browsing Tag

balangir news

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା କିରାବାହାଲ ଗାଁରେ ପିଙ୍କୁ ସେଠ୍‌ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତ । ପୁଲିସ ଘଟଣାର ତଦନ୍ତ କରୁଛି ।
Read More...

ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବିପୁଳ ସ୍ଵାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ.ଆଇ.ଏଚ. ପୁରୁଷ ବିଶ୍ଵ କପ୍ ହକି ଟ୍ରଫିକୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ…
Read More...

ବିଶ୍ୱ ଶାନ୍ତି ଓ ମାନବ ସମାଜର କଲ୍ୟାଣ ପାଇଁ ଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ପୌରାହିତ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ଶ୍ରୀ ମିଶ୍ର ଓ ସପତ୍ନୀ ମଧୁଛନ୍ଦା ମିଶ୍ର ଏବଂ ଶୁଭେନ୍ଦୁ ସାହୁ ଓ ସପତ୍ନୀ…
Read More...

ବଲାଙ୍ଗିରର ଅଜୟ ଅମର ହେଲେ ‘ସାରେଗାମାପା’ ୱିନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବହୁ ଚର୍ଚ୍ଚିତ ଟିଭି ରିୟାଲିଟି ସୋ’ ଜି ସାର୍ଥକ ସାରେଗାମାପା ସ୍ୱରର ମହାମଂଚ-୨୦୨୨ରେ ନିଜର ସୁମଧୂର କଣ୍ଠର ଚମତ୍କାରିତା ପ୍ରଦର୍ଶନ ପୂର୍ବକ ବଲାଙ୍ଗିରର ଅଜୟ ଅମର ସିଂହଦେଓ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ଘୋଷିତ ହୋଇଛନ୍ତି । ଏହା ଦ୍ୱାରା ସେ…
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିନରେ ହୀରାକୁଦକୁ ହରାଇ ନକଟାସର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ମୁଖ୍ୟ…
Read More...

ଚାନ୍ଦିଲି ପାହାଡ ମହୋତ୍ସବରେ ଯୋଗ ଦେଲେ ନରସିଂହ

ଭୀମପାହାଡ ସଦୃଶ ବିକଶିତ ହେବ ଚାନ୍ଦିଲି ପାହାଡ : ନରସିଂହ୭୨ ଏକର ପରିମିତ ଭୁଲିଆକଟାଁର ହେବ ବିକାଶପାହାଡ ରାସ୍ତା ପାଇଁ ବିଧାୟକ ପାଣ୍ଠିରୁ ଦେଲେ ୧୦ଲକ୍ଷ ଅନୁଦାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାକୃତିକ ପରିବେଶ ଭରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ…
Read More...

ଦେଓଗାଁ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କଲା ଜିଲ୍ଲା କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜର କଷ୍ଟ ଅର୍ଜିତ ଅମଳର ଉଚିତ୍‌ ମୂଲ୍ୟ ନପାଇ ଚାଷୀକୁଳରେ ହା ହା କାର ପଡିଛି । କେଉଁଠି ଧାନର ମାନ ଆଳରେ ୪ରୁ ୫ କେଜି କଟନୀ ଛଟନୀ ହେଉଥିବା ଅଭିଯୋଗ ହେଉଛି । ତ ଆଉ କେଉଁଠି ବସ୍ତା ଓ ସୁତୁଲିର ଖର୍ଚ୍ଚ କାଟ କରାଯାଉଛି । ଫଳରେ ଜିଲ୍ଲାର ଚାଷୀମାନଙ୍କ…
Read More...

ନୂଆବର୍ଷ ଭୋଜି ବେଳେ ଗୋଷ୍ଠୀ ସଙ୍ଘର୍ଷ, ୧୦ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆବର୍ଷ ଭୋଜିକୁ ନେଇ ସବର୍ଣ୍ଣ ଅସବର୍ଣ୍ଣ ବିବାଦ । ଉଭୟ ଗୋଷ୍ଠୀ ମାର୍‌ପିଟ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଟିମାପାଲି ଗାଁରେ । ଟିମାପାଲି ଗାଁର ସବର୍ଣ୍ଣ ଅସବର୍ଣ୍ଣଙ୍କ ଭୋଜିଭାତ…
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାତ ଏବଂ ଡାଲମା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାତ ଏବଂ ଡାଲମା ବଣ୍ଟନ କରାଯାଇଛି । ସିଏ ସାୱରିୟା ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୀନା ଅଗ୍ରୱାଲ ନିଜ ପୁତ୍ରର ଜନ୍ମଦିନ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବୀ ରୋଗୀ ଏବଂ ସେମାନଙ୍କ…
Read More...

ପ୍ରେମିକା ଘର ଆଗରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଦୁଆନପାଲି ଗାଁରେ ଏକ ଅଭାନୀୟ ଘଟଣା ଘଟିଛି । ପ୍ରେମିକାଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କୁମପଥର ଗାଁର ବୋଲି ଜଣାପଡିଛି । ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଯୁବକ ଜଣକ ନିଜ ପେଟରେ…
Read More...