Browsing Tag

balangir news

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌

ଆଜି ଫାଇନାଲ୍‌ ଲଢେଇଟପ୍‌ ର‍୍ୟାଙ୍କ ପ୍ଲେଆରମାନଙ୍କ ମଧ୍ୟରେ ଲାଗିବ ବିଜୟ ବାଜି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର ଚାମ୍ପିୟନସିପ୍‌ର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ସମସ୍ତ ବର୍ଗର ପ୍ରି-କ୍ୱାଟର ଓ…
Read More...

ଶରତ ଯାଦବଙ୍କ ଶୋକସଭା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାସିକ ପତ୍ରିକା ନବସେତୁ ତରଫରୁ ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ, ବଲାଙ୍ଗିରଠାରେ ସ୍ୱର୍ଗତ ଶରତ ଯାଦବଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
Read More...

ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଞ୍ଚାୟତ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କଳା ବ୍ୟାଚ୍‌ ପିନ୍ଧିଲେ ଓଏଏସ୍‌ ସଂଘ ବଲାଙ୍ଗିର ଜିଲ୍ଲାର ସଦସ୍ୟ ସଦସ୍ୟାମାନେ : ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍) : ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ବଲାଙ୍ଗିର ଜିଲ୍ଲା…
Read More...

ମାଲପଡା ଠାରେ ସ୍ତ୍ରୀକୁ ଛୁରା ମାଡ କଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲପଡା ଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛୁରାରେ ଆକ୍ରମଣ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ମାଲପଡା ନିବାସୀ ମଗଶୀର ସେଲ୍‌ମା (୬୦) ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟହ ମଦ ପିଇ…
Read More...

ଶାସ୍ତ୍ରୀନଗରପଡା ଠାରେ ବୁଲିଲା ଖଣ୍ଡା : ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁୂ କଲେ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଅପରାଧିକ ମାମଲା ବଢିବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ସହରର ଶାସ୍ତ୍ରୀନଗରପଡା ଠାରେ ଜଣେ ଯୁବକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।…
Read More...

ବଲାଙ୍ଗିର ୟୁଥ ଏକ୍ସନ କମିଟିର ଷଷ୍ଠ ବାର୍ଷିକ ଉତ୍ସବ

ସମଲେଇ ମନ୍ଦିରରେ ବଲାଙ୍ଗିରର ପ୍ରଗତି ପାଇଁ ପ୍ରାର୍ଥନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ ଏକ୍ସନ କମିଟିର ଷଷ୍ଠ ବର୍ଷ ପାଳନ ବଲାଙ୍ଗିର ଅଧିତାଷ୍ଟ୍ରି ମା’ ସମଲେଇ ମନ୍ଦିରରେ ବଲାଙ୍ଗିରର ଶାନ୍ତି ପ୍ରଗତି ଓ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗିର ୟୁଥ ଏକ୍ସନ…
Read More...

ଆରମ୍ଭ ହେଲା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ

ଅରବିନ୍ଦ, ବିକ୍ରାନ୍ତ, ସ୍ୱାଧୀନ, ଗୀତାଶ୍ରୀ, ଶୃତି ଓ ଅଂଶିକା ତୃତୀୟ ରାଉଣ୍ଡକୁ ଉନ୍ନିତଖେଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସଦା ତତ୍ପର - ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର…
Read More...

ରାଜ୍ୟସ୍ତରୀୟ ଶିକ୍ଷକ ସଂଘର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜନକଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଖାରବେଳନଗର, ଭୁବନେଶ୍ୱର ଓଡିଶାର ଅଷ୍ଟାଦଶ ସାମ୍ବିଧାନିକ ସମ୍ମିଳନୀ ଓ ନିର୍ବାଚନ ସଭା ବଲାଙ୍ଗିର ସହରର ଜନ କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ଟାରୁ ଘ.୨ଟା ମଧ୍ୟରେ ଅନୁଷ୍ଠିତ…
Read More...

କବିତା ଝଙ୍କାର ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବା ସହିତ ଓଡିଆ ଭାଷାର ଶ୍ରୀ ବୃଦ୍ଧି କରାଯାଉ । ସାହିତ୍ୟ ପ୍ରଚାର ଧର୍ମୀ ନହୋଇ ସାମୂହିକ ହେଉ ଏବଂ ସାଂପ୍ରତିକ ସମାଜର ବାର୍ତ୍ତା ବହନ କରୁ । ସାହିତ୍ୟ ମନୋରଂଜନର ମାଧ୍ୟମ ନ ହୋଇ ସମାଜର ଜଣେ ସଜାଗ ପ୍ରହରୀ ହେଉ । ଏହି…
Read More...