Browsing Tag

balangir news

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିତ

ପାରସ ଏକକ ଚମ୍ପିଆନ, ଶୃତିଙ୍କୁ ଦ୍ୱିମୁକୁଟହର୍ଷିତା-ଶୃତି, ଅଭିଜିତ- ହର୍ଷିତା ଓ ଅମ୍ଲାନ-ତନ୍ମୟଙ୍କୁ ଯୁଗଳ ଟାଇଟଲସାରା ରାଜ୍ୟର ଖେଳାଳିଙ୍କ ଖେଳର ଉନ୍ନତିର ମାଧ୍ୟମ ହେବ ଏହି ଷ୍ଟାଡିୟମ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୧୪ ଜଣ ବରିଷ୍ଠ ନାଗରିକଙ୍କ ବୃନ୍ଦାବନ : ମଥୁରା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଞ୍ଚଳରର ୧୧୪ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବୃନ୍ଦାବନ, ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର…
Read More...

ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

ଶିକ୍ଷାର ବିକାଶରେ ଅଞ୍ଚଳର ବିକାଶ ହେବ - ମନ୍ତ୍ରୀ ନିରଂଜନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ମେଣ୍ଡା ସ୍ଥିତ ମହିର୍ଷି ବୁଦ୍ଧରାମ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରିୟବ୍ରତ…
Read More...

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଲି ସହିତ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସଡକ ଦୁର୍ଘଟଣାର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି । ଦେଖିଲେ ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମରେ ହିଁ କେବଳ ଧନ ଜୀବନ…
Read More...

ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ସ୍ଥାନିତ ହେଲା ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ ସ୍ଥାନିତ ହୋଇଥିବା ଜଣାପଡିଛି । ଏଥିପାଇଁ ଚିତ୍ରଶିଳ୍ପୀ ଶ୍ରୀ ମେହେରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ…
Read More...

କେନ୍ଦୁପତ୍ର କର୍ମଚାରୀମାନଙ୍କ ମାରାଥନ ରେସ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କେନ୍ଦୁପତ୍ର ବନ କର୍ମଚାରୀମାନେ ଓଡିଶାରେ ଚାଲିଥିବା ହକି ବିଶ୍ୱ କପ ଏବଂ ଭାରତୀୟ ହକି ଦଳକୁ ପ୍ରତ୍ସାହିତ କରିବା ପାଇଁ ଏକ ମିନି ମାରାଥନ କରିଥିଲେ । ଏହା ବଲାଙ୍ଗିର କେନ୍ଦୁପତ୍ର ଡିଭିଜନ ଅଫିସରୁ ବାହାରି ସାର୍କିଟହାଉସ, ରୁଗୁଡିପଡା ଛକ,…
Read More...

କେନ୍ଦୁପତ୍ର ତୋଳାଳିମାନଙ୍କୁ ଚେକ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦୁପତ୍ର ଡିଏଫ୍‌ଓ ରଞ୍ଜିତ ମଲ୍ଲିକଙ୍କ ଆନୁକୂଲ୍ୟରେ କେନ୍ଦୁପତ୍ର ତେଳାଳି ଓ ବନ୍ଧାଳି କଲ୍ୟାଣ ପାଣ୍ଠିରୁ ମୃତ୍ୟୁକାଳୀନ ସହାୟତା ରାଶି ପାଇଥିବା ହିତାଧିକାରୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ବଣ୍ଟନ କରାଯାଇଥିଲା । ବଲାଙ୍ଗିର…
Read More...

ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବସ୍‌ ଟର୍ମିନାଲ ସ୍ଥିତ ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର…
Read More...

ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ଶିଶୁପ୍ରେମୀ ତଥା ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ପ୍ରବୀଣ କୁମାର ମିଶ୍ରଙ୍କ ୩୬ତମ ଶ୍ରାଦ୍ଧ ସମାରୋହ ଶିଶୁ ବିକାଶ କେନ୍ଦ୍ରର ଉପଦେଷ୍ଟା ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରବୀଣ ମିଶ୍ରଙ୍କ ଫଟୋଚିତ୍ରରେ…
Read More...

ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ୫ମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ, ପାଟଣାଗଡ ଆନୁକୂଲ୍ୟରେ ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ପଶ୍ଚିମ ଓଡିଶା ଅସ୍ପୃଶ୍ୟ ଦଳିତ ମହାସଭା ପାଟଣାଗଡ ଠାରେ ଉପଖଣ୍ଡର ସଭାପତି ଦିକସନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...