Browsing Tag

balangir news

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଗୁଡିପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଆଗାମୀ ଦିନରେ ନୂତନ ଯୁବ ପିଢିଙ୍କୁ…
Read More...

କିଟ୍‌ ପକ୍ଷରୁ ଗଣଦୌଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିଟ୍‌ ବିଶ୍ୱବିଦ୍ୟାଳୟ ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଗଣଦୌଡ ଆୟୋଜନ କରାଯାଇଛି । କୋଶଳ କଳାମଣ୍ଡଳ ପଡିଆରୁ ମାରାଥନ ବାହାରିଥିଲା । ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଥିଲେ ।…
Read More...

ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ପରଲୋକ

ବଲାଙ୍ଗିର : ବଲାଙ୍ଗିର ଶାନ୍ତିପଡା ନିବାସୀ ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା । ସେ ଅଣନିଶ୍ଵାସୀ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ…
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘ ବଲାଙ୍ଗିରର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ପ୍ରତ୍ୟେକ ଜିଲ୍ଲା ସଭାପତିଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ତଫସିଲ ଭୁକ୍ତ ଜାତିରେ ଅନ୍ତର୍ଭୁକ୍ତ କରାଯାଉ, ମାଟିକଳା ବୋର୍ଡ ଗଠନ,…
Read More...

ଶିବରାତ୍ରୀ ଜାଗର ଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ…
Read More...

ବଲାଙ୍ଗିର ଡେଲିମାର୍କେଟ ଲକ୍ଷ୍ମୀ ମନ୍ଦିରର ପୂର୍ବତନ ପୂଜକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡେର୍ଲିମାର୍କେଟର ପୂର୍ବତନ ପୂଜକ ରାମଚନ୍ଦ୍ର ଖୁଆସଙ୍କ ଗତକାଲି ବାର୍ଦ୍ଧକ୍ୟ ଜନିତ କାରଣରୁ ନିଜ ମାଲପଡା ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ରାଜେନ୍ଦ୍ର କଲେଜରୁ ଅବସର ପରେ ପରେ ସେ ଡେର୍ଲିମାର୍କେଟ ଲକ୍ଷ୍ମୀ ମନ୍ଦିର…
Read More...

ପୁଇଁନ୍ତଲା ବ୍ଲକ ଦଶପୁର ଠାରେ ରାଜ୍ୟ ଡୁମାଲ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ମା' ମାହେଶ୍ୱରୀ ମନ୍ଦିର ଠାରେ ରାଜ୍ୟ ଡୁମାଲ ପରିଷଦର ସାଂଗଠନିକ ବୈଠକ ଆବାହକ ସରୋଜ କୁମାର ମେଶ୍ୱାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୂତନ କମିଟିରେ ସର୍ବସମ୍ମତି କ୍ରମେ ଗୁପ୍ତେଶ୍ୱର ଛୁରିଆଙ୍କୁ ସଭାପତି, ସରୋଜ…
Read More...

କବୟିତ୍ରୀ ସବିତା ମହରାଙ୍କ କବିତା ସଂକଳନ ‘ସମ୍ମୋହନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା ଉଚ୍ଚାରଣ କରିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା…
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର…
Read More...

ଉଦ୍ୟାନ କୃଷି ଦ୍ୱାରା ଘରେ ଘରେ ପୁଷ୍ଟି ପ୍ରୟାସରେ ଯୋଗଦେଲେ ନରସିଂହ

ଯୋଜନା ଠିକ୍‌ କିନ୍ତୁ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କଲେ ନରସିଂହବିଭାଗ ପକ୍ଷରୁ ସରକାରୀ ଶିତଳ ଭଣ୍ଡାର ପାଇଁ ଯାଉ ପ୍ରସ୍ତାବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା ଉଦ୍ୟାନ କୃଷି ଉଦ୍ୟାନ…
Read More...