Browsing Tag

balangir news

ଗାନ୍ଧୀ ଷ୍ଟଡିୟମରେ ଓ.ସି.ଏ ଭିଜନ ୨୦୨୪ ଇନ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ସିନିୟର ଲିଗ୍‌ ଉଦ୍‌ଯାପିତ : ନବ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମରେ ସିନିୟର ଇନ୍ଟ୍ରା ଡିସ୍‌ଟ୍ରିଷ୍ଟ କ୍ଲବ ଲିଗ୍‌ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନବକିଶୋର…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନ୍ ଆର୍ମି ଫାଉଣ୍ଡେସନ୍ ଲର୍କିପାଲି, ସେବା ଭାରତ୍ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ, ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ବିଜ୍ଞାନ ମଣିଷକୁ ଅନୁସନ୍ଧିସ୍ତୁ କରେ । ସାମ୍ପ୍ରତିକ ପରିସ୍ଥିତିରେ ମଣିଷର ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା ରହିଛି । ଶକ୍ତି ସଙ୍କଟ ସୃଷ୍ଟି ହେଲା…
Read More...

କୁରସୁଡ ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ

‘ଶିକ୍ଷାରେ ପ୍ରତିଯୋଗଶତା ନୁହଁ ସହଯୋଗ ଓ ସହଭାଗିତା ଆବଶ୍ୟକ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ପ୍ରତିଯୋଗିତାମୂଳକ ହୋଇଯାଇଛି । ତେଣୁ ଛାତ୍ରଛାତ୍ରୀ କେବଳ ପ୍ରଥମ ହେବାର ନିଶା ରଖି ଅହଂକାରୀ ହେଉଛନ୍ତି । ଏହା ସମାଜ ପାଇଁ ମଙ୍ଗଳକର ହେଉନାହିଁ । ବରଂ ଏହା ପରେ ତାଙ୍କୁ…
Read More...

ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁନ୍ତଲା ରେଂଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉରେ ୭ଟି ବିଜା କାଠଗଣ୍ଡି ଜବତ…
Read More...

ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାର ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ଏକ ମନୋଜ୍ଞ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ କ୍ଲବ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ ପରେ ନିକଟସ୍ଥ ଆଇଟିଆଇ ଖେଳ ପଡିଆରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ…
Read More...

ଆରପାରିରେ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୂର୍ବତନ ବିଜେଡି କୃଷକ ସଭାପତି ତଥା ଭୁତିଆରବାହାଲ ସମିତି ସଭ୍ୟ ବିଜେଡି ନେତା ଶ୍ରୀବତ୍ସ୍ୟ ସାହୁଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ଜଣେ ଲୋକପ୍ରିୟ ଜନ ପ୍ରତିନିଧି ଭାବରେ ସେ ବଲାଙ୍ଗିର ଜିଲ୍ଲାରେ ବେଶ୍‌ ସୁନାମ ଅର୍ଜନ କରିଥିଲେ ।…
Read More...

ବଲାଙ୍ଗିର ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସହିତ ସରସ୍ୱତୀ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଡ.ଦୁର୍ଗା ପ୍ରଶନ୍ନ ମହାପାତ୍ର ଆବସରପ୍ରାପ୍ତ ରେଜିଷ୍ଟାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଜେସିଆଇ ସଭାନେତ୍ରୀ ଓ…
Read More...

ବୁଢିସିଣ୍ଡୋଲ କଂସ ଦରବାରର ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଢିସିଣ୍ଡୋଲ ଗ୍ରାମରେ ଦୀର୍ଘ ୫ ଦିନ ଧରି ହେଉଥିବା ସାରସ୍ୱତ ସମାରୋହର କଂସ ଦରବାର, ବିଭିନ୍ନ ସାଂସ୍କୃତିକ ଓ ଅଧ୍ୟାତ୍ମିକ କାର୍ଯ୍ୟକ୍ରମର ଗତକାଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଜେଡି…
Read More...

ଚୁଡାପାଲି ଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତକଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଗତକାଲି ଚୁଡାପାଲି ଠାରେ ଏକ ସଡକ ଦୁର୍ଘଟଣାରେ ବୁଦ୍ଧ ବରିହା(୩୫)ଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ଶବ ବ୍ୟବଚ୍ଛଦ କେନ୍ଦ୍ର ଠାରେ ତାଙ୍କ ଶବ…
Read More...