Browsing Tag

balangir news

ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦର୍ଶ ଶିକ୍ଷକ ନାଟ୍ୟ ସଂକୀର୍ତ୍ତନ ଗୁରୁ, ଗୀତିକାର, ମୃଦଙ୍ଗ ବାଦକ ତଥା ଶ୍ରୀରାମ ମନ୍ଦିର, ବାନ୍ଧନଘୋରର ପ୍ରତିଷ୍ଠାତା ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ଶ୍ରାଦ୍ଧ ଦିବସ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନ୍ଦୁରବାହାଲ ଶିବ ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ତ୍ୱାବଧାନରେ ସର୍ବ ଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସମଲେଶ୍ୱର ମନ୍ଦିର ଭୁଷୁଡିବା ୫ ବର୍ଷ ପୁରିଲା : ଅଧାରେ ଅଟକି ରହିଛି ଉନ୍ନତିକରଣ

ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ସମଲେଶ୍ୱରୀ ଦେବୀ ଅସ୍ଥା ଓ ବିଶ୍ୱାସର ଦେବୀ । ଏହି ମନ୍ଦିରଟି ପାଟଣା ଶାସନ ସମୟରେ ୧୯୧୫ ମସିହାରେ ମହାରାଜ ପୃଥ୍ୱୀରାଜ ସିଂହଦେଓ ନିଜର ଗଚ୍ଛିତ ଧନରେ ନିର୍ମାଣ କରିଥିଲେ । ଏହି ମନ୍ଦିର ଏବେ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଡିଆରଡିଏ ସମ୍ମୁଖରେ ଦୀପାବଳି ଷ୍ଟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଆରଡିଏ ସମ୍ମୁଖରେ ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତରେ ଆଲୋକ ପର୍ବ ଦୀପାବଳୀ ଅବସରରେ ଦୀପାବଳି ଷ୍ଟଲଟି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ଓ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସଙ୍କ
Read More...

ପୁଇଁତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡାଠାରେ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାରେ ପ୍ରଥମଥର ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡାଠାରେ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଶ୍ରୀମତୀ ଶାନ୍ତିଲତା ମେଷୁଆଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନାର ଶୁଭ ଉଦ୍‌ଘାଟନ ହୋଇଥିଲା । ଏହି
Read More...

ଜିଲ୍ଲାପାଳଙ୍କୁ ଭେଟିଲେ ବଲାଙ୍ଗିର ଦିନ ଆୟୋଜନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାକ୍ଷାତକାର ଦେଇଥିଲା । ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ଆୟୋଜକ କମିଟି ତରଫରୁ ଏକ
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନ୍ଦୂର ବାହାଲ ଶିବମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ତତ୍ତ୍ଵାବଧାନରେ ସର୍ବଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସଦାଇପାଲିରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସଦାଇପାଲି କ୍ଳଷ୍ଟର ସ୍ତରୀୟ "ସୁରଭି-୨୦୨୫" କ୍ଳଷ୍ଟର ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବି.ଇ.ଓ. ବଲାଙ୍ଗିର ନୀଳମଣି ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସମ୍ମାନୀତ
Read More...

ଅଶ୍ରୁଳ ବିଦାୟ ଅମଲ ଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଶ୍ରୁଳ ବିଦାୟ ଅମଲ ଭାଇ । ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫଙ୍କ ସ୍ୱାମୀ ଅମଲ ଜେନା(୭୬) ଗତ ରାତି ୧୧.୩୦ ମିରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ଅମଲ ଭାଇ ଜଣେ ସ୍ନେହୀ, ସମ୍ବେଦନଶୀଳ ଓ ସାହିତ୍ୟ ପ୍ରେମୀ ବ୍ୟକ୍ତି
Read More...

୧୧ ତମ ଭୀମ ପାହାଡ ମହୋତ୍ସବ-୨୦୨୫ : ଲୋଗୋ ଉନ୍ମୋଚିତ

ଯୋଗଦେବେ ୧୬ଟି ସାଂସ୍କୃତିକ ଦଳ, ପ୍ରତ୍ୟେହ କଂସ ଦରବାର ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଅକ୍ଟୋବର ୨୧ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ପୀଠରେ ୧୧ତମ ଭୀମପାହାଡ ମହୋତ୍ସବ-୨୦୨୫ ଅନୁଷ୍ଠିତ
Read More...