୧୯ଜଣ ୱାରେଣ୍ଟିଙ୍କୁ ଗିରଫ କଲା ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ତୁଷୁରା ପୁଲିସ ପକ୍ଷରୁ ୧୯ଜଣ ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ମଧ୍ୟରେ ୧୨ଜଣ ପୁରୁଷ ଓ ୭ଜଣ ମହିଳା ରହିଛନ୍ତି । ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇ ଏମାନେ ସମସ୍ତେ ଦୀର୍ଘଦିନ ହେଲା ଫେରାର ରହିଥିଲେ । ସେମାନଙ୍କ!-->…
Read More...
Read More...