Browsing Tag

balangir news

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରାସ୍ତା ବିଜାଖମନ୍‌ ନିକଟରେ ଏକ ଗଛରେ ବାଇକ୍‌ ପିଟି ହେବାରୁ କୁନ୍ତ ବାଗ୍‌(୪୫), ନିଶିରଞ୍ଜନ ଭୋଇ(୧୫) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟେ ସଂପର୍କରେ କକା-ପୁତୁରା ବୋଲି ଜଣାପଡିଛି । ବଲାଙ୍ଗିରକୁ ଉଭୟେ ଏକ ବାହାଘର
Read More...

ଶାସ୍ତ୍ରୀ ନଗରପଡାର ମରଣାନ୍ତକ ଆକ୍ରମଣ ଘଟଣାରେ ଆକ୍ରମଣକାରୀ ସୁନୀଲ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୫ ତାରିଖ ଦିନ ବଲାଙ୍ଗିର ସହରର ଶାସ୍ତ୍ରୀ ନଗର ପଡା ଠାରେ ଘରକୁ ପଶି ଭବାନୀ ଦୀପ ଓ ତାଙ୍କ ପତ୍ନୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେଏହି ଘଟଣାକୁ ବଲାଙ୍ଗିର ପୋଲିସ ବିଷେଷ ଗୁରୁତ୍ୱ ଦେଇଛି । ତେବେ
Read More...

ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତାର ତିନୋଟି ବିଭାଗରେ ବଲାଙ୍ଗିର ଜିଲ୍ଲା ଚାମ୍ପିୟନ ଓ ଟେନିକଏଟରେ ଉପବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରକୋନା, ବାଲେଶ୍ୱରରେ ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋ ଖୋ ଓ ଟେନିକଏଟ ଦଳ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ବାଳିକା ବିଭାଗରେ ଭାଗ ନେଇଥିଲେ । ଖୋ ଖୋର ୪ଟି ବିଭାଗରୁ ୩ଟି ବିଭାଗରେ ବଲାଙ୍ଗିର ଦଳ ଚାମ୍ପିୟନ ହୋଇଛନ୍ତି । ୧୭ ବର୍ଷରୁ କମ୍‌ ଫାଇନାଲ୍‌ରେ
Read More...

ଛେଲବାହାଲ ଅଙ୍ଗନୱାଡି କେନ୍ଦ୍ରରେ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଲବାହାଲ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଓଡିଶା ମାଟିରେ ବର୍ଣ୍ଣ ବିଭବ ବୁଣି ଦେଇଥିବା ମହାନ ସ୍ରଷ୍ଟା ପୁରୁଷ ଭକ୍ତ କବି ମଧୁସୂଦନ ରାଓଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଅନ୍ତପାଲି ଗ୍ରାମରେ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହ। ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଅନ୍ତପାଲି ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ
Read More...

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବଲାଙ୍ଗିର ଲୋକଉତ୍ସବ : ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ୨୧ତମ ବଲାଙ୍ଗିର ଲୋକଉତ୍ସବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ପରେ ବଲାଙ୍ଗିର ଲୋକଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସ୍ଥାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ନେତୃତ୍ୱରେ ବଲାଙ୍ଗିର ସଦର ବ୍ଲକର ସମିତି ସଦସ୍ୟ ସଦସ୍ୟା, ସରପଂଚ,
Read More...

ଉତ୍ସାହର ସହ ରକ୍ତଦାନ କଲେ ଜେଆଇଟିଏମ୍‌ର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିୟାନ ୟୁନିଭରସିଟି (ଜେଆଇଟିମ୍‌)ର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ପଦ୍ମନାଭ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଫାର୍ମ, ଡିଫାର୍ମ ସମସ୍ତ ଫାର୍ମାସି ଛାତ୍ରଛାତ୍ରୀ ଉତ୍ସାହର ସହ ରକ୍ତଦାନ କରିଥିଲେ ।
Read More...

ପୋଢଛାପର ଛକଠାରେ ଛିଡା ହୋଇଥିବା ଟ୍ରକରେ ପିଟି ହେଲା ବରଯାତ୍ରୀ ଗାଡି : ୫ ଗୁରୁତର, ୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ-ବେଲପଡା ପୋଢଛାପର ଛକଠାରେ ଛିଡା ହୋଇଥିବା ଟ୍ରକରେ ପିଟି ହେଲା ବରଯାତ୍ରୀ ଗାଡି ଫଳରେ ୫ ଜଣ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ଲଚିଦା ଗ୍ରାମର ଏକ ବରଯାତ୍ରୀ ଦଳ ବେଲପଡା
Read More...

କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ ଘୁଲ୍‌ଘୁଲା ବାନ୍ଧ୍‌ଲାନ’…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ଼ ଘୁଲ୍‌ଘୁଲା ବାନ୍ଧ୍‌ଲାନ’ କଳାକାର । ବଲାଙ୍ଗିର ଜିଲ୍ଲା ପ୍ରଶାସନ୍‌ ବି ପ୍ରସ୍ତୁତ ହେଇ ସାର୍‌ଲାନ’ । ଗଲା କାଲି ବେଲ୍‌ବୁଡ଼ାକେ ଜିଲ୍ଲା ପ୍ରଶାସନ୍‌ ତରଫ୍‌ ନୁ
Read More...